pr

ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନରୁ ଖସି ପଡି ବୃଦ୍ଧ ଗୁରତୁର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନରୁ ଖସି ପଡି ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବୃଦ୍ଧ ଜଣକ ହେଲେ ବାସୁଦେବ ସା(୬୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡରୁ ବାସୁଦେବ କୌଣସି ଏକ କାମ ଯୋଗୁଁ ବିଳାସପୁର ପେସେଂଜର ଟ୍ରେନ ଯୋଗେ ଡୁଙ୍ଗୁରିପାଲିକୁ ଯାଉଥିବା ବେଳେ ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନଟି ଅଟକିବାରୁ ସେ ଟ୍ରେନ ଷ୍ଟେସନ ଠାରେ ଥିବା ଦୋକାନକୁ ପାଣି କିଣିବାକୁ ଆସି ଟ୍ରେନକୁ ବସିବାକୁ ଯିବା ବେଳେ ଖସି ପଡିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆର୍‌ପିଏଫ୍‌ କର୍ମଚାରୀ ମାନେ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଛନ୍ତି । ବାସୁଦେବଙ୍କ ଦୁଇ ଗୋଡରେ ଆଘତ ଲାଗିଥିବା ଦେଖିବାକୁ ମିଳିଥିଲା ।

nrusinghnath
Leave A Reply

Your email address will not be published.