Yearly Archives

2022

ଜୁରୀଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରକୁ ମିଳିଲା ପ୍ରାକୃତି ମିତ୍ର ପୁରସ୍କାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଜୁରୀଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ୨୦୨୧-୨୨ ବର୍ଷ ପ୍ରାକୃତି ମିତ୍ର ସମ୍ମାନରେ ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ଏହି…
Read More...

ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଓଷ୍ଟା ଭବନ ଠାରେ ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ବୈଠକ ଅବନି କୁମାର ତ୍ରିପାଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ସୁଧାଂଶୁ ଶେଖର ବାବୁ, ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଉପସ୍ଥିତ ରହି ଚଳିତ ମାସ ୯ ତାରିଖରେ…
Read More...

ବ୍ରାହ୍ମଣଡିହିରେ ୧୫ତମ ଶୀତଳ ଷଷ୍ଠୀ ପାଳିତ

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୨୫ ଜଣଙ୍କୁ ସମ୍ବର୍ଦ୍ଧନା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ବ୍ରାହ୍ମଣଡିହି ଗ୍ରାମରେ ୧୫ତମ ଶୀତଳ ଷଷ୍ଠୀ ମହା ସମାରୋହରେ ପାଳିତ ହୋଇଯାଇଛି । କନ୍ୟା ପିତା ମାତା ଭାବରେ ହେମନ୍ତ ପାତ୍ର ସପତ୍ନିକ କାର୍ଯ୍ୟନିର୍ବାହ କରଥିବା ବେଳେ ବର…
Read More...

ମାହେଶ୍ୱରୀ ସଂଗଠନକୁ ପ୍ରକୃତି ମିତ୍ର ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଗଠନକୁ ଏକ ମାନପତ୍ର ସହ ୨୦ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ…
Read More...

ସରକାରଙ୍କ ବସୁଧା ଯୋଜନା ବିଧାୟକଙ୍କ ବ୍ଲକରେ ଫେଲ ମାରିଥିବା ଅଭିଯୋଗ : ଜଳକଷ୍ଟ ଯୋଗୁଁ ଲୋକେ ପିଉଛନ୍ତି ଗୋଳିଆ ପାଣି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାରଙ୍କ ବସୁଧା ଯୋଜନା ଫେଲ୍ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍…
Read More...

ସେବାଜଗତ ଓ ଫୋଗୋ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

କଳାହାଣ୍ଡି, (ପିକେସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ଶିବ ମନ୍ଦିର ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ଓ ଫୋଗୋ ଏଫ୍‌.ଇଏସ୍‌ ଭୁବନେଶ୍ୱର ତରଫରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବନାଞ୍ଚଳ ଅଧିକାରୀ…
Read More...

ଟାଇକୋଣ୍ଡୋ ଜାତୀୟସ୍ତରୀୟ ନିମନ୍ତେ ଗଞ୍ଜାମର ରୁଦ୍ର ନାରାୟଣ ବେହେରା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୨ ଗତ ମାର୍ଚ୍ଚ ମାସ ୧୬ ଓ ୧୭ ତାରିଖରେ ବାଙ୍ଗାଲୋର ସ୍ଥିତ ସ୍ପୋର୍ଟସ ଓଥୋରିଟି ଅଫ ଇଣ୍ଡିଆର ନେସନାଲ ସେଣ୍ଟର୍ ଅଫ ଏକ୍ସଲେନ୍ସ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଟାଇକୋଣ୍ଡୋ ଭାରତ ଦଳ ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା । ସେଥିରେ ଓଡ଼ିଶାର ଗଞ୍ଜାମ…
Read More...

ଦପଲାରେ ନିଆଁଲାଗି ମୂଲ୍ୟବାନ ଗଛ ନଷ୍ଟ

କଣ୍ଟାମାଲ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦପଲା ଗ୍ରାପର ଦପଲା ଗାଁର ବିନୋଦ ବିହାରୀ ପ୍ରଧାନଙ୍କ ବାଡ଼ିପଟେ ପାଳଗଦା କୌଣସି କାରଣରୁ ନିଆଁଲାଗି ଯିବାରୁ ବଡ଼ ବଡ଼ ପାଳଗଦା ଦୁଇଟି ଭସ୍ମୀଭୂତ ହୋଇଯିବା ସହ ମୂଲ୍ୟବାନ ବାଉଁଶ ଓ ସାବୁଆନ ଗଛରେ ନିଆଁ ଲାଗି ଯିବା ଯୋଗୁଁ ଶତାଧିକ ଗଛ ନଷ୍ଟ…
Read More...

ସମାଜସେବୀ ଟଙ୍କଧର ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମହାଲକ୍ଷ୍ମୀ ନଗରର ସମାଜସେବୀ ଟଙ୍କଧର ସାହୁ(୮୪)ଙ୍କ ପରଲୋକ ହୋଇଯାଇଛି । ମୂଳନିବାସୀ ଆଗଲପୁର ନଅଗାଁ(କ) ପଂଚାୟତ ଅନ୍ତର୍ଗତ ଡୁଡୁକାମୁଣ୍ଡା ସ୍ୱର୍ଗତ ସାହୁ ଜଣେ ସମାଜସେବୀ ତଥା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।…
Read More...

ବିଶ୍ୱ ପର୍ଯ୍ୟାବରଣ ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପର୍ୟ୍ୟାବରଣ ଦିବସରେ ବିଶ୍ୱର ପରିବେଶ ସୁରକ୍ଷା ଏବଂ ମାନବ ସମାଜକୁ ସୁରକ୍ଷା ଦେବାପାଇଁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ସ୍ଥାନ ଯଥା ଭୁବନେଶ୍ୱରର ମା' ଶିଖରଚଣ୍ଡୀ ମନ୍ଦିର ପାଦଦେଶ ବଗିଚା, ସପ୍ତମ…
Read More...