pakka

ସମାଜସେବୀ ଟଙ୍କଧର ସାହୁଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମହାଲକ୍ଷ୍ମୀ ନଗରର ସମାଜସେବୀ ଟଙ୍କଧର ସାହୁ(୮୪)ଙ୍କ ପରଲୋକ ହୋଇଯାଇଛି । ମୂଳନିବାସୀ ଆଗଲପୁର ନଅଗାଁ(କ) ପଂଚାୟତ ଅନ୍ତର୍ଗତ ଡୁଡୁକାମୁଣ୍ଡା ସ୍ୱର୍ଗତ ସାହୁ ଜଣେ ସମାଜସେବୀ ତଥା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ଦୁଇ ପୁଅ ସୁନିଲ ଓ ଅନିଲ, ବୋହୂ, ନାତୁଣୀ, ପୁତୁରା ସଂଜିବ, ଜ୍ୟୋତି ରଂଜନ ତଥା ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁନିଲ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

sixteen + eighteen =