ମହଲାକଟା ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଦାବୀ
ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ନାମ ଲେଖାକୁ ନେଇ ଅନିଶ୍ଚିତତା ଲାଗିରହିଛି । ବରଗଡ ଜିଲ୍ଲାର ଅନେକ ସ୍କୁଲ ସରକାର ବନ୍ଦ କରି ଦେଇଥିବା ବେଳେ ଅନ୍ୟ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ଆସିଛି । ଭେଡେନ ବ୍ଲକ!-->…
Read More...
Read More...