Yearly Archives

2021

ଅନଲାଇନ କାର୍ଯ୍ୟକ୍ରମ ‘ କବିର୍‌ କଲ୍‌ମେ କରୋନା ‘ ଉଦଘାଟିତ : ଲେଖନୀ ମାଧ୍ୟମରେ କୋଭିଡ ସଚେତନତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି କୋଭିଡର ସ୍ଥିତ ଗୁରୁତର ହୋଇ ଚାଲିଥିବା ବେଳେ ବିଶ୍ୱବ୍ୟାପି ସଚେତନା ନିମନ୍ତେ ସଂଗ୍ରାମର ଆବଶ୍ୟକତା ରହିଛି । ନିଜଘରେ ରହି କବି ଲେଖକ ମାନେ ମଧ୍ୟ କଲମ ମୂନରେ ଲୋକଙ୍କୁ ସଚେତନ କରିବାର ଦରକାର ରହିଛି ବୋଲି ଅନଲାଇନରେ ସୃଜନ ଓ ପରବାସୀ କୁଟୁମ୍ବ…
Read More...

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗୋଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗୋଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଗତ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ବେଆଇନ ଭାବେ…
Read More...

ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟା ୭ଟାରେ ଲୋଇସିଂହା ବ୍ଲକ ଘୁଙ୍ଗି-ଗେର୍ଡି ରାସ୍ତାରେ ଏକ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମତେ, ପାଟଣାଗଡ଼ ବ୍ଲକ ବେହେରାବନ୍ଧ ଠାରୁ…
Read More...

ବଲାଙ୍ଗିର ବଣିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ : ଆସନ୍ତା କାଲି ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବଣିକ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଭ୍ରମର ହୋଟେଲରେ ସହରର ବିଭିନ୍ନ ସଂଘ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତାକାଲି ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି…
Read More...

ଘସିଏନ୍‌ର ସୁବୁଦ୍ଧି ଭାଇନାଙ୍କ ହୃଦ୍‌ଘାତରେ ପରଲୋକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ର ସୁଦର୍ଶନ ସୁବୁଦ୍ଧି(୬୫)ଙ୍କ ଆଜି ଅପରାହ୍ନ ୨ଟା ସମୟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ଅଂଚଳରେ ସେ ସୁବୁଦ୍ଧି ଭାଇନା ଭାବରେ ବେଶ୍‌ ପରିଚିତ ଥିଲେ । ଲୋକଙ୍କୁ ସେବା ଯୋଗାଇବା ହିଁ ତାଙ୍କର ମୂଳ ଲକ୍ଷ୍ୟ ରହିଥିଲା । ସରକାରୀ…
Read More...

କରେନା ସଂକ୍ରମଣକୁ ଦୃଷ୍ଟିରେ କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା : ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌

କର୍ଣ୍ଣାଟକ : କରେନା ସଂକ୍ରମଣକୁ ଦୃଷ୍ଟିରେ କର୍ଣ୍ଣାଟକ ସରକାର ବଡ ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ । ସୋମବାର କ୍ୟାବିନେଟ ବୈଠକ ପରେ ସିଏମ୍ ବିଏସ୍ ୟେଡିୟୁରପ୍ପା ଏହି ଘେଷଣା କରିଛନ୍ତି ।ସେ କହିଛନ୍ତି ଯେ "ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ…
Read More...

ଯୁବ ସମାଜସେବୀ ସଂଜୀବ ପାଢ଼ୀ ଚାଲିଗଲେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଛାତ୍ର ଯୁବ ସମାଜସେବୀ ସଂଜୀବ କୁମାର ପାଢ଼ୀ(୨୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦାନାମାଲ ଗ୍ରାମ ନିବାସୀ ସ୍ୱର୍ଗତ ସଂଜୀବ କରୋନା ପ୍ରତି ସଚେତନ ରହିବାକୁ ତାଙ୍କ ଅଂଚଳର ଲୋକଙ୍କୁ…
Read More...

ସେଲ୍ୟୁଟ୍‌ ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ : ବରଗଡ଼ ସହରରେ ଦେଖିବାକୁ ମିଳିଲା ଭାଇଚାରାର ଦୃଶ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବର୍ତମାନ କରୋନା ମହାମାରୀରେ ସମୂର୍ଣ୍ଣ ବିଶ୍ୱ ସହିତ ବରଗଡ଼ ମଧ୍ୟ କବଳିତ । ଏ ସଙ୍କଟ ସମୟରେ ଶବ ସତ୍କାର ପାଇଁ କାଠର ଅଭାବ ଦେଖା ଯାଉଥିବା ବେଳେ ଆଜି ସାହାଯ୍ୟର ହାତ ବଢାଇଛନ୍ତି ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ । ସେମାନେ ନିଜସ୍ୱ ଖର୍ଚରେ ଆଜି ୪ ଗୋଟି…
Read More...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ମିଶି ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି । ଘଟଣା ପରେ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂତ୍ରରୁ ପ୍ରକାଶ ।…
Read More...

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ବିଧାନସଭା ପରିସର ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତିଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ରାଜ୍ୟ ସୂଚନା…
Read More...