Yearly Archives

2021

ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା, ଅଥଚ କାମ ଦେଉନି ବରଗଡ଼ ଜିଲ୍ଲାରେ

ବରଗଡ, (ନିରୋଜ କୁମାର ପାଣୀ) : କୋଭିଡ ଆକ୍ରାନ୍ତ ହୋଇଥିବା ବରପାଲି ବ୍ଲକ ବରିକେଲର ଜଣେ ବ୍ୟକ୍ତି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଗତ ୨୭ ଏପ୍ରିଲରେ ଭର୍ତି ହୋଇଥିଲେ ଓ ଗତ ୨୮ଏପ୍ରିଲେରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ତାହାର ରିପୋର୍ଟ ନାହିଁ । ଆଜିକୁ ସପ୍ତାହେ…
Read More...

ପୁଣି ୩ ମାସର ଆଗୁଆ ଭତ୍ତା ଦାବୀ କଲେ ଲୋକ କଳାର ବହୁମୂଖୀ ପ୍ରତିଭାଧାରୀ ଲଲିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଦେଶ ତଥା ରାଜ୍ୟରେ ଏବେ ସଟଡାଉନ୍ ଓ ଲକ୍ ଡାଉନ୍ । ବହୁତ ସାଂଘାତିକ ପରିସ୍ଥିତିରେ ସାରା ବିଶ୍ୱ । ସଂକ୍ରମଣ ବଢିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଧନ ଜନ ସମ୍ପତ୍ତି କ୍ଷୟ କ୍ଷତି ହେବା…
Read More...

ଫରେଷ୍ଟର ନବକିଶୋର ଦାସଙ୍କ ବଦଳି ବାତିଲ କରିବାକୁ ଅଞ୍ଚଳବାସୀଙ୍କ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲାଠୋର ବନାଞ୍ଚଳ ଝଲିଆଲିଟି ବିଟ୍‌ରେ କାର୍ଯ୍ୟରତ ଥିବା ଫରେଷ୍ଟର ନବ କିଶୋର ଦାସଙ୍କୁ ବଦଳି ନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ ସେ ଶ୍ରୀ ଦାସ ଦୁଇ ବର୍ଷ ହେଲା ଉକ୍ତ ବିଟ୍‌ରେ କାମ କରିଆସୁଛନ୍ତି । ସେ ଜଣେ…
Read More...

ଗଜବାହାଲ ଶ୍ରେଷ୍ଠ ପଂଚାୟତ ପୁରସ୍କାର ପାଇଁ ମନୋନୀତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୧୯-୨୦ବର୍ଷ ନିମନ୍ତେ ଶ୍ରେଷ୍ଠ ପଂଚାୟତିରାଜ ଅନୁଷ୍ଠାନ ପ୍ରୋତ୍ସାହନ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାରୁ କର୍ଲାମୁଣ୍ଡା ବ୍ଲକର ଗଜବାହାଲ ଗ୍ରାମପଂଚାୟତ ଶ୍ରେଷ୍ଠ ଗ୍ରାମପଂଚାୟତ…
Read More...

୫ ବର୍ଷ ହେଲା ପଡିପାରୁନାହିଁ ବିଜୁ ପକ୍କାଗୃହର ଛାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଟିକେମଣି ସେଠ ୨୦୧୫-୧୬ ମସିହାରେ ଏକ ବିଜୁ ପକ୍କାଗୃହ ପାଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ଘରର ଛାତ ପଡ଼ି ପାରିନାହିଁ । ଟିକେମଣି ଜଣେ ଦିନ ମଜୁରିଆ ହୋଇ ପରିବାର ପ୍ରତିପୋଷଣ…
Read More...

ବଢ଼ିବାରେ ଲାଗିଛି କୋରୋନାର ଦ୍ୱିତୀୟ ଲହର : ପ୍ରଶାସନ ତରଫରୁ ଚାଲିଛି କଡାକଡି ଭାବେ ମାକ୍ସ ଚେକିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଲକଡାଉନର ଦ୍ୱିତୀୟ ଦିନ, ରାଜ୍ୟ ସରକାର କାଲି ଠାରୁ ମେ ୧୯ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଖୋଲା ରହୁଛି । ବର୍ତ୍ତମାନ ଦେଖିବାକୁ ଗଲେ ବରଗଡ ଜିଲ୍ଲାରେ କୋରୋନାର…
Read More...

ଯୁବାଖୋଲ ଗ୍ରାମରେ ଭଲ ଭାବେ ଆସୁନି ଟାୱାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମ ଟି ଚାରି ଆଡେ ପାହାଡ ପର୍ବତ ଘେରା ଜଙ୍ଗଲ । ଏଇ ଗାଁରେ କୈାଣସି ଟାୱାର ଭଲ ଭାବେ ନ ଆସୁଥିବାରୁ ଛୁଆ ମାନଙ୍କର ପାଠ ପଢାରେ ବ୍ୟାହତ ସଙ୍ଗେ…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ରହିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୧୫ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଙ୍ଗୋମୁଣ୍ଡା ବ୍ଳକରୁ ୨୦ ଜଣ, ବେଲପଡ଼ା ବ୍ଲକରୁ ୩୨…
Read More...

ଟିକା ଅପଚୟ ହ୍ରାସ ଲାଗି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ଟିକା ଅପଚୟ ହ୍ରାସ କରିବାରେ ଏକ ଉଦାହରଣ ସୃଷ୍ଟି କରିଥିବାରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଏକ ଟ୍ଵିଟ୍ ରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ…
Read More...

ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭.୦୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ…

● ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ● ଏହାବ୍ୟତୀତ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୩୬ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର…
Read More...