Yearly Archives

2021

ହାତୀ ଆକ୍ରମଣରେ ବଳଦେବଙ୍କ ଜୀବନ ଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଥିବା ବେଳେ ଅନେକ ନିରୀହ ଲୋକ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ତେବେ ଆଜି ପୁଣି ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଲଛିପୁର ସେକସନ ମାଟିଆପାଲି ଗାଁ ଜଙ୍ଗଲରେ ଜଣଙ୍କୁ ଦଳି ଦେଲା ହାତୀ । ମୃତକ ଜଣକ ହେଲେ…
Read More...

ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ମମତା…
Read More...

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଡାକ୍ତରଖାନାକୁ ଯାଇ ସ୍ଥିତି ପରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : ଦିନକୁ ଦିନ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ କଂଟାବାଂଜି ସହରରେ । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବାଂଜି ଗସ୍ତ କରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିବା ବେଳେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ବିଭିନ୍ନ ସମସ୍ୟା…
Read More...

ଜିଲ୍ଲା କଂଗ୍ରେସ ଆରମ୍ଭ କଲା ୨୪×୭ କୋଭିଡ କଣ୍ଟ୍ରୋଲ ସେଲ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନାର ଭୟାବହତା ଓ ସଂଖ୍ୟାକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା କଂଗ୍ରେସ ୨୪×୭ କୋଭିଡ କଣ୍ଟ୍ରୋଲ ସେଲ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହାରେଙ୍କ ଉପସ୍ଥିତିରେ ସ୍ତାନୀୟ କଂଗ୍ରେସ ଭବନ ଠାରେ ଏହି ସେବା ଯୋଗାଇ ଦିଆଯିବ । ଦିନକୁ…
Read More...

ଡାକ୍ତରଖାନାମାନଙ୍କରେ ଏବଂ ବିଶେଷ କରି କୋଭିଡ଼- ୧୯ ଚିକିତ୍ସା କେନ୍ଦ୍ରରେ ଯେଭଳି କୌଣସି ପ୍ରକାର ଅଗ୍ନିକାଣ୍ଡ ନ ଘଟେ…

● ସମର୍ପିତ କୋଭିଡ଼ ଚିକିତ୍ସାକେନ୍ଦ୍ରମାନଙ୍କ ସହିତ ହସପିଟାଲ ଏବଂ ମେଡ଼ିକାଲ ବ୍ୟବସ୍ଥାକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଜାରି ରଖିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବିଶେଷ ପରାମର୍ଶ ପ୍ରଦାନ ନୂଆଦିଲ୍ଲୀ, (ପିଆଇବି) : ସର୍ଟ ସର୍କିଟ୍ ଅବା…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଉଳ, ଡାଲି, ଖାଇବା ତେଲ,…
Read More...

ଲକଡାଉନ ନିୟମ ମାନିବା, କରୋନାକୁ ହରାଇବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଜାରି କରିଛନ୍ତି । ଏହା ଆମ ସମସ୍ତଙ୍କ ଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ଲକ୍‌ଡାଉନ୍‌ ନିୟମ ନିଷ୍ଠାର ସହ ପାଳନ କରନ୍ତୁ ଏବଂ ନିଜର ତଥା ନିଜ ପରିବାରର ସୁରକ୍ଷାରେ ସହାୟକ…
Read More...

ଲକ୍‌ ଡାଉନ୍‌ ସମୟରେ ବଲାଙ୍ଗିର ସହରରେ ଯାଂଚ କଡ଼ାକଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଚେନ୍‌କୁ ଭାଂଗିବା ପାଇଁ ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଆଜି ଲକ୍‌ ଡାଉନ୍‌ର ଦ୍ୱିତୀୟ ଦିବସ । ଲକ୍‌ ଡାଉନ୍‌କୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ପୋଲିସ ପ୍ରଶାସନ । ଅମାନିଆଙ୍କୁ ରୋକିବା ପାଇଁ ଜାରି ରହିଛି…
Read More...

କେରଳରେ ଆସନ୍ତା ୮ରୁ ଲକଡାଉନ

କେରଳ : ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ତେବେ ତାକୁ ଦୃଷ୍ଟିରେ ରଖି ଦେଶରେ କେତକ ରାଜ୍ୟରେ ଲକ ଡାଉନ, ସଟ୍‌ ଡାଉନ ଏବଂ ରାତ୍ରିକାଳୀନ କର୍ପ୍ୟୁ ଜାରି ହୋଇଥିବା ବେଳେ ଆସନ୍ତା ୮ରୁ ୧୬ ଯାଏଁ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର । ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ପୁଅ ସହ ମିଶି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ମହଙ୍ଗା ପଡିଲା : ପାଲଝାର୍‌ ଫାର୍ମ କୃଷି…

ବୌଦ୍ଧ, (ବଂଶୀଧର ମାଝୀ) : ପୁଅ ସହିତ ମିଶି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଜୈନିକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ମହଙ୍ଗା ପଡିଲା । ଏହି ବହୁ ଚର୍ଚ୍ଚିତ ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଲଝାର କୃଷି ଫାର୍ମର କୃଷି ଅଧିଦର୍ଶକ ବାନାମ୍ବର ସାହୁଙ୍କୁ ସେଠାରୁ ବିଦାକରି…
Read More...