Yearly Archives

2021

ସମାଜସେବୀଙ୍କ ଯୋଗୁଁ ମାଙ୍କଡର ଜୀବନ ବଞ୍ଚିଲା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି, ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି । କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି…
Read More...

ସଇଁନ୍ତଲା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ପ୍ରାଣୀ ଚିକିତ୍ସକଙ୍କ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ପ୍ରାଣୀ ଚିକିତ୍ସକମାନଙ୍କ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ ଯୋଗୁଁ ବ୍ଳକର ଗୋପାଳନ ସମେତ ବଦଳ, ଗାଈ ଗୋରୁ, ଛେଳି ମେଣ୍ଢା ପାଳକ ମାନେ ପାଇଁ ଏବେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ…
Read More...

ଧଣ୍ଡାମୁଣ୍ଡା ଛକରେ କାର୍ ସହ କୋରେକ୍ସ ଜବତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ଅଞ୍ଚଳରେ ନିଶା ବେପାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଅଞ୍ଚଳର ଗରିବ ଶ୍ରେଣୀର ତଥା ଯୁବ ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରାଇ ନିଜ ବେପାର ଚଲାଇଛନ୍ତି । ବାରମ୍ବାର ପୋଲିସ ହାତରେ ଧରାପଡିଲେ ମଧ୍ୟ ନିଜର ବେପାର ବନ୍ଦ…
Read More...

ବରିଷ୍ଠ ବୈଦ୍ୟରାଜ ପ୍ରଭାକର ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳ ବରିଷ୍ଠ ବୈଦ୍ୟରାଜ ତଥା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇଙ୍କ ପିତା ପ୍ରଭାକର ଭୋଇଙ୍କ ଆଜି ପାଇକମାଲ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହେଉଥିଲା । ମୃତ୍ୟୁ…
Read More...

ଆଇନଜୀବୀ ଜଗନ୍ନାଥଙ୍କ ଅକାଳ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଧରପଗଡ଼ ଗ୍ରାମର ଯୁବ ଆଇନଜୀବୀ ଜଗନ୍ନାଥ ମହାନନ୍ଦ(୩୫) କଟକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ…
Read More...

ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି । କରୋନା ସ୍ରଂକମିତ ହେବା ପରେ ସେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆମ ଭାଷାର ନାଟକକୁ ଜାତୀୟ ସ୍ତରରେ ପରିଚିତ…
Read More...

କୋଭିଡ଼ ସଂକ୍ରମଣରେ ସିଆର୍‌ପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ପରଲୋକ

ଭୁବନେଶ୍ୱର : ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥ(୫୪)ଙ୍କ ପରଲୋକ ହୋଇଛି । କରୋନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସିଆରପିଏଫରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଇଛି । ସ୍ୱର୍ଗତ ସୁନୀଲ ପାର୍ଥ…
Read More...

ଡ଼. ଆଶୀର୍ବାଦ ଶତପଥିଙ୍କ କରୋନା ସଂକ୍ରାନ୍ତୀୟ ମତ : ନାରୀ ଶକ୍ତି ସଂଗଠନ ତରଫରୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ ଓ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଆଶୀର୍ବାଦ ଶତପଥି ମତ ଦେଇଛନ୍ତି ଯେ, ବର୍ତ୍ତମାନ ସମୟରେ ସମସ୍ତଙ୍କ ଚିନ୍ତାରେ କେବଳ କରୋନା ରହିଛି । ବର୍ତମାନ ସମସ୍ତେ ବୁଝିବା ଆବଶ୍ୟକ ଯେ, ମାନସିକ ସ୍ଥିତି ଦୃଢ଼ ରହିବା ନିହାତି…
Read More...

ବୁର୍ଲା କୋଭିଡ ହସ୍ପିଟାଲରେ ବୌଦ୍ଧ ଜେଲ ଅନ୍ତବାସୀଙ୍କ ମୃତ୍ୟୁ : ଚିକିତ୍ସାରେ ଅବହେଳା ଅଭିଯୋଗ କରି ବୌଦ୍ଧ ଜେଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାରର କରୋନା ସଂକ୍ରମିତ ବିଚାରାଧିନ ବନ୍ଦୀ ଚିକିତ୍ସା ଧିନ ଅବସ୍ଥାରେ ବୁର୍ଲା କୋଭିଡ ଚିକିତ୍ସାଳୟରେ ବୁଧବାର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ଚିକିତ୍ସା ଅବହେଳାରୁ…
Read More...