Yearly Archives

2021

ବିଶ୍ୱାସ ନ ହେଲେ ବି ସତ : ପୋଡା ମୋବିଲ୍‌ ଭଳି ଦେଖାଯାଉଛି ପିଏଚ୍‌ଡ଼ି ପାଣି

ଆଗଲପୁର, (କେପିଏନ୍‌ଏସ୍‌) : କିଏ କହୁଛି କାଢା ତ, କିଏ କହୁଛି ପୋଡା ମୋବିଲ, ତ ଆଉ କିଏ କହୁଛି ଡ୍ରେନ୍ ପାଣି । ହେଲେ କେହି ବି ବିଶ୍ୱାସ କରୁନାହାନ୍ତି ଏହା ବିଶୁଦ୍ଧ ପିଇବା ପାଣି ବୋଲି । ଚାରିଦିନ ହେବ ଏମିତି ପାଣି ଯୋଗାଣ ହେଉଛି ସାଲେଭଟା ପିଏଚଡି ପମ୍ପ ହାଉସରୁ । ନିଦାବିଷ୍ଣୁ ପଂଚାୟତ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୪,୧୨,୨୬୨ ନୂତନ ରୋଗୀ ଚିହ୍ନଟ : ୩୯୮୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ୬ ମଇ ୨୦୨୧ ଗୁରୁବାର ଦିନ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ ମାମଲା ରହିଛି ଏବଂ ଏହି ସମୟ ମଧ୍ୟରେ ୩୯୮୦ ମୃତ୍ୟୁ ଘଟିଛି । ଦେଖିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ…
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ଅଜିତ ସିଂ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି ।…
Read More...

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ସ୍ୱାମୀ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ବାଡେନାଜୁ ଗ୍ରାମର ପ୍ରଭାସିନି ସାହୁ (୨୧)୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ(୨୮) ବର୍ଷଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ସଂସାର…
Read More...

କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା

କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ…
Read More...

ପୁଣି ୨୪ ଘଂଟାରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨୧, ବଲାଙ୍ଗିରରୁ ୩୧୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ୨୪ ଘଂଟାରେ ୧୦ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧୫୮୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୪୫ ଜଣ…
Read More...

ଚାରପାଲି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବାଜୀରାଉତ କ୍ଳବ ଆନୁକୁଲ୍ୟରେ କୋଭିଡ୍‌-୧୯ ଗାଇଡ ଲାଇନ ପାଳନ କରି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଜୀରାଉତ କ୍ଳବ ସଦସ୍ୟ ବୃନ୍ଦ ହାତରେ ସାନିଟାଇଜର ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ…
Read More...

ପାଇକମାଲରେ ଆରମ୍ଭ ହେଲା ଚଉଦ ଦିନିଆ ଲକ୍‌ ଡାଉନ୍‌ : ଶ୍ରମିକ ମାନେ ହଟହଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ପାଇକମାଲ ଅଞ୍ଚଳରେ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି । ଗାଇଡ଼ ଲାଇନ୍‌ ଅନୁସାରେ ଦୋକାନ ଖୋଲିବା କଥା ସକାଳ ୬ଟାରୁ ୧୨ଟାଯାଏଁ । ଅନ୍ୟ ପକ୍ଷରେ ଗ୍ରାହକ ମାନେ ୫୦୦ ମିଟର ଯାଏ ଚାଲି ଚାଲି ସଉଦା କରି ପାରିବେ ।…
Read More...

ନବୋଦୟ ଇଂରାଜୀ ଶିକ୍ଷକ ରତିକାନ୍ତ ଦିଶ୍ରୀ ଚାଲିଗଲେ

ତରଭା, (କେପିଏନ୍‌ଏସ୍‌) : ତରଭା ନବୋଦୟ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରତିକାନ୍ତ ଦିଶ୍ରୀ(୫୮)ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ସମ୍ବଲପୁର ଅଶ୍ୱିନୀ ହସ୍‌ପିଟାଲ୍‌ରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମତ୍ୟୁବରଣ କରିଛନ୍ତି ।…
Read More...

କାର୍‌ ସହ ଗଞ୍ଜେଇ ଜବତ : ଜଣେ ନାବାଳକ ସହ ତିନି ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ପୋଲିସ ଓ ଅବକାରୀ ବିଭାଗର କଡା ସୁରକ୍ଷା ଥିଲେ ମଧ୍ୟ ବେଆଇନ ଭାବରେ ଏହି ଗଞ୍ଜେଇ କାରବାର ଥମିବାର ନାଁ ଧରୁନି । ଚୋରା ଚାଲାଣ ବେଳେ ଅନେକ ଗଞ୍ଜେଇ ମାଫିଆ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି ।…
Read More...