ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି । କରୋନା ସ୍ରଂକମିତ ହେବା ପରେ ସେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆମ ଭାଷାର ନାଟକକୁ ଜାତୀୟ ସ୍ତରରେ ପରିଚିତ କରେଇ ଥିଲେ ସେ । ଧନୁପାଲି ଚେତନା ନାଟ୍ୟ ଅନୁଷ୍ଠାନ ପ୍ରତି ତାଙ୍କର ବହୁତ ଅବଦାନ ରହିଛି । ତାଙ୍କ ପରଲୋକରେ ସମ୍ବଲପୁର ନାଟ୍ୟକାର, କଳାକାର ତଥା ସାହିତ୍ୟିକ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

five × 4 =

error: Content is protected !!