Yearly Archives

2021

ଋଣ ଅସଲିକୁ ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ ଚାଲିଥିବା ବେଳେ ରାଜ୍ୟ ସରକାର କିଭଳି ମାଇକ୍ରୋଫାଇନାନ୍ସ କମ୍ପାନୀ ଗୁଡିକୁ ଋଣ ଅସୁଲି ପାଇଁ ଅନୁମତି ଦେଇଛନ୍ତି, ତାହା ଚିନ୍ତାର ବିଷୟ ପାଲଟିଛି । ଏପଟେ ଗରିବ ମା'ମାନଙ୍କୁ ହଇରାଣ ହରକତ କରି ବିଭିନ୍ନ ସଂସ୍ଥା…
Read More...

ପୂର୍ବତନ ଛାତ୍ର ସଂସଦ ସଭାପତି ଚକ୍ରଧର ମହାକୁର ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ଛାତ୍ର ସଂସଦ ସଭାପତି ଚକ୍ରଧର ମହାକୁର(୮୭) ଗତକାଲି ଚାଲିଗଲେ । ୧୯୯୩ରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରୁ ଗୋଷ୍ଠୀ ସମ୍ପ୍ରସାରଣ ପ୍ରଶିକ୍ଷକ ଭାବରେ ସେ ଅବସର ଗ୍ରହଣ । ଫୁଟବଲ ଖେଳରେ ବିଶେଷ କୃତିତ୍ବ ଅର୍ଜନ କରିଥିଲେ ସ୍ୱର୍ଗତ ମହାକୁର ।…
Read More...

ଆଜି ବୌଦ୍ଧରେ ସାମ୍ବାଦିକଙ୍କୁ ଟୀକା

ବୌଦ୍ଧ, (ମମତା ମହାକୁର) : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଜି ବୌଦ୍ଧ ଜିଲାରେ ସ୍ୱତନ୍ତ୍ର ଭାବେ ଟୀକାକରଣ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଚାଲିଛି । ବର୍ତ୍ତମାନ କିଛିଦିନ ହେଲା ଟୀକା ଅଭାବ ଥିବା ଅଭିଯୋଗ ହେଉଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଛି । ସାମ୍ବାଦିକମାନଙ୍କୁ ଟୀକା…
Read More...

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ଲକ୍ଷରୁ ଅଧିକ ଆଂକ୍ରାନ୍ତ ଚିହ୍ନଟ, ୩୯୧୫ ଲୋକଙ୍କ ଜୀବନ ନେଲା

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ହାହାକାର ସୃଷ୍ଟି କରୁଛି । ଗୁରୁବାର ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ ସାରା ଦେଶରେ ମୋଟ ୪,୧୪,୧୮୮ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ୩୯୧୫ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ…
Read More...

ସୁନାମଧନ୍ୟ ସାହିତ୍ୟିକ ଡ.ଅଜାମ୍ବର ମଲ୍ଲ ଚାଲିଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ସଂକ୍ରମଣ ଯେମିତି ବଢ଼ୁଛି, କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ସେମିତି ବଢ଼ି ବଢ଼ି ଚାଲିଛି । ଅନେକ ସୁନାମଧନ୍ୟ ସ୍ରଷ୍ଟା ପୁରୁଷଙ୍କୁ ନେଇ ସାରିଲାଣି କରୋନା ମହାମାରୀ । ଏମିତି ବେଳେ ପୁଣି ଏକ ଦୁଃଖଦ ଖବର ଟିଟିଲାଗଡ଼ ଅଂଚଳକୁ ସ୍ତବ୍ଧ କରି…
Read More...

ସାମ୍ବାଦିକ ବିଦ୍ୟାଧର ସାହୁଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ତଥା ଉତ୍କଳ ଏକ୍ସପ୍ରେସ ୨୪ ୭ ନିଉଜ ଚେନାଲର ବରଗଡ଼ ଜିଲ୍ଲା ପ୍ରତିନିଧି ବିଦ୍ୟାଧର ସାହୁଙ୍କ ପିତା ଭଗବାନ ସାହୁଙ୍କଗତକାଲି ସନ୍ଧ୍ୟା ଚାରିଟା ସମୟରେ ପରଲୋକ ଘଟିଛି । ଭଗବାନ ସାହୁ ଦୀର୍ଘ ଏକ ମାସ ହେଲା…
Read More...

୨୪ ଘଂଟାରେ ୧୨ ହଜାର ଉପରକୁ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡ଼ରୁ ୨ ହଜାର ପାର୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୪ ଘଂଟାରେ ୧୨ ହଜାର ଉପରକୁ ପହଂଚିଛଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୬୯୫୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୧୪ ଜଣ…
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟର୍‌ – ୧୫ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିନ୍‌ – ୮୦…
Read More...

ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ

କଂଟାବାଞ୍ଜି : ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ । ମାନବୀୟ ନିତିବୋଧ ଓ ରୁଚି ବୋଧକୁ ନେଇ ଅତ୍ୟନ୍ତ ସୁକୁମାର ଶୈଳୀରେ ମନୋଜ ଦାସ ଉପସ୍ଥାପିତ କରନ୍ତି ଗପଗୁଡିକୁ । ତାଙ୍କର ଗପ ଗୁଡିକର ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍ଧ କରେ ।…
Read More...

ସାପ କାମୁଡାରେ ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ ଦେଓଗାଁ ବ୍ଲକ ଉପରଝର ଗାଁର ଗୋବିନ୍ଦ ଭୋଇଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ଖବର ପାଇ ଉପରଝର ଯୁବ ସଙ୍ଗଠନର ସଭାପତି ବିକଶ ବିଶ୍ଵାଳ, ସମ୍ପାଦକ ରମେଶ ମହାପାତ୍ର ଓ କୋଷାଧ୍ୟକ୍ଷ…
Read More...