ସାପ କାମୁଡାରେ ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ ଦେଓଗାଁ ବ୍ଲକ ଉପରଝର ଗାଁର ଗୋବିନ୍ଦ ଭୋଇଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ଖବର ପାଇ ଉପରଝର ଯୁବ ସଙ୍ଗଠନର ସଭାପତି ବିକଶ ବିଶ୍ଵାଳ, ସମ୍ପାଦକ ରମେଶ ମହାପାତ୍ର ଓ କୋଷାଧ୍ୟକ୍ଷ ବୁଦ୍ଧଦେବ ସାହୁ ଉକ୍ତ ପରିବାର ପାଖରେ ପହଞ୍ଚି ୫ହଜାର ୧ ଟଙ୍କା ସହାୟତା ପ୍ରଦାନ କରିଥିଲେ । ଯୁବ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × four =

error: Content is protected !!