Yearly Archives

2021

ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ ଦେଲେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରେ ଅବସ୍ଥାପିତ ଜିଲ୍ଲା ଯୋଗାଣ ବିଭାଗ, ଯାହାକି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଲକ୍- ଡାଉନ୍ ସମୟରେ ଅତି ଆବଶ୍ୟକ ସାମଗ୍ରୀର…
Read More...

ବେଳଗୁଣ୍ଠାରେ ମାସ୍କ ଚେକିଂ କଡାକଡି : ଅମାନିଆଙ୍କ ଠାରୁ ଦୁଇ ଦିନରେ ମୋଟ ୨୦ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଦ୍ୱିତୀୟ ଲହରୀରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏଥିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମଇ ମାସ ୫ ତାରିଖ ଠାରୁ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟୀକ…
Read More...

ବେଲଗୁଣ୍ଠା ଇଣ୍ଡିଆନ ଓଭର୍ ସିଜ୍ ବ୍ୟାଙ୍କ ଶାଖାରେ ଗତ ୧୩ ଦିନରୁ ଅଧିକ ହେଲା ତାଲା : ଗ୍ରାହକ ହନ୍ତସନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣରେ ଜନଜୀବନ ବେହାଲ୍ । ସରକାର ଜାରି କରିଛନ୍ତି ଲକ୍ ଡାଉନ୍ । କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସମୟ ସୀମା ଧାର୍ୟ୍ୟ କରିବା ସହ ବ୍ୟାଙ୍କ, ଏଟିଏମ୍ ଖୋଲା ରଖିବା ପାଇଁ ନିର୍ଦ୍ଦେଶ…
Read More...

ଏନଏସୟୁଆଇ.ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କଂଗ୍ରେସ ଦଳର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ)ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ ହୋଇଥିବା ଜଣା ପଡ଼ିଛି ।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନଙ୍କ…
Read More...

ପାଣି ପାଇଁ ବିକଳ ହେଉଛନ୍ତି ଯୁବାମାଲ ଗ୍ରାମବାସୀ

· ୮ବର୍ଷରୁ ଉର୍ଦ୍ଧ ହେବ ଅଧପନ୍ତରିଆ ହୋଇ ପଡିଛି ୫୦ ଲକ୍ଷ ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ· ଠିକାଦାର ଓ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ଅର୍ଥ ଆତ୍ମସାତ୍‌ ଅଭିଯୋଗ ଆଣିଲେ ଗ୍ରାମବାସୀ : ଭିଜିଲାନ୍ସ ତଦନ୍ତ ଦାବୀ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର…
Read More...

ଟୀକା ନେବା ପରେ ବି ତିନିଜଣ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ କରୋନା ସଂକ୍ରମିତ

ଅନୁଗୁଳ : କୋଭିସିଲଡ଼ କରୋନା ଟୀକା ନେବାର ୬ ସପ୍ତାହ ପରେ ନାଲକୋ ଡାକ୍ତରଖାନାର ୩ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ନାଲକୋ ଡାକ୍ତରଖାନାର ଜୈନେକ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ପର୍ଯ୍ୟୟ ଟୀକା ନେଇଥିଲେ । ଟୀକା ନେବାର ୧ମାସ ବିତି…
Read More...

ଏଇ ମାଟିର ସ୍ୱର ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ "ଏଇ ମାଟିର ସ୍ୱର" ପକ୍ଷରୁ ମହାନାୟକ ମହର୍ଷି ମନୋଜ ଦାସଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସ୍ମୃତିଚାରଣ ସଭା କୋଭିଡ଼ ନିୟମକୁ ମାନି ୱେବିନାର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏଥିରେ…
Read More...

କର୍ଲାମୁଣ୍ଡା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକଙ୍କୁ ଦିଆଗଲା କରୋନା ଭେକସିନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଓଡିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ସମ୍ପ୍ରତି ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ଅଗ୍ରାଧିକାର ଭିତ୍ତିରେ ଭେକସିନ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ…
Read More...

ଗରିବ ଅସହାୟଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଅନ୍ୟ ପଟେ ଦେଖିବାକୁ ଗଲେ ଗରିବ ଅସହାୟମାନଙ୍କ ରୋଜଗାର ପୁରା ଠପ ହୋଇଯାଇଛି । ଏନେଇ ପଦ୍ମପୁର ବ୍ଲକର ସୁକନ୍ୟା ଶକ୍ତି…
Read More...

ଜୁରିଆ ବସଷ୍ଟାଣ୍ଡରେ ଅନ୍ତତଃ ଟିକେ ପାନୀୟ ଜଳର ବ୍ୟବସ୍ଥା କରାଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସକୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ, କିଓସ୍କ…
Read More...