Yearly Archives

2021

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ର ବରିଷ୍ଟ ଆଇନଜୀବୀ ଅମରେଶ ପ୍ରସାଦ ମିଶ୍ରଙ୍କ ସୁଯୋଗ୍ୟ ସନ୍ତାନ ଲାଲୁ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ହୋଇଯାଇଛି । ସାପ କାମୁଡାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି । ତାଙ୍କ ଅକାଳ ବିୟୋଗ ସମସ୍ତଙ୍କ ମନରେ ଆଘାତ ସୃଷ୍ଟି କରିବା…
Read More...

ବ୍ରହ୍ମପୁରର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଭେଟିନେରୀ ମେଡ଼ିସିନ ଅଧିକାରୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସରପ୍ରାପ୍ତ ଜିଲ୍ଲାମୁଖ୍ୟ ଭେଟିନେରୀ ମେଡ଼ିସିନ ଅଧିକାରୀ ବୃନ୍ଦାବନ ପାଢ଼ୀ(୯୦)ଙ୍କ ପରଲୋକ ହୋଇଯାଇଛି । ବୈକୁଣ୍ଠନଗରରେ ସେ ରହୁଥିଲେ । ବୈକୁଣ୍ଠନଗର ଉନ୍ନୟନ ପରିଷଦର ସେ ସଭାପତି ଭାବେ ଦୀର୍ଘଦିନ ଧରି କାର୍ୟ୍ୟ କରିଆସିଥିଲେ ଏବଂ ସୂଚାରୁ ରୂପେ…
Read More...

ଆରପାରିରେ ଡାକ୍ତର ପରମେଶ୍ୱର ରଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ଡାକ୍ତର ପରମେଶ୍ୱର ରଥ ଆଉ ନାହାନ୍ତି । ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ପନ୍ଦର ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ…
Read More...

ଟାଉନ୍‌ ଥାନା ଆଇଆଇସି.ଙ୍କ ପ୍ରଶଂସନୀୟ ପଦକ୍ଷେପ : ମେଡ଼ିକାଲରେ ଭର୍ତ୍ତି କଲେ ଅସହାୟ ଅସୁସ୍ଥ କୋଭିଡ୍‌ ରୋଗୀଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମଧନ୍ୟ ସାହିତ୍ୟିକ ରଘୁନାଥ ବାବୁ ଗତକାଲି ସ୍ଥାନୀୟ ରାମେଶ୍ୱର ନଗରର ଦୀର୍ଘ ୫ ଦିନ ଧରି ଜ୍ୱରରେ ପୀଡ଼ିତ ଥିବା ଦୈତାରୀ ମେହେର ନାମକ ଜଣେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ପରେ ତାଙ୍କୁ ମେଡ଼ିକାଲ୍‌ ସୁବିଧା ଯୋଗାଇ ଦେବାକୁ ସୋସିଆଲ୍‌ ମିଡ଼ିଆରେ…
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୧,୮୦୭ ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୨୨, ଖୋର୍ଦ୍ଧା ଜିଲ୍ଲାରୁ ୧୫୧୦ ଏବଂ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନୁନି କୌଣସି ଆକଟକୁ କରୋନା ସଂକ୍ରମଣ, ବ୍ୟାପୁଛି ଏଣେତେଣେ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୦,୩୩୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୩ ଜଣ…
Read More...

କବି ପ୍ରହଲ୍ଲାଦ ଶତପଥୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବି ତଥା ଅଧ୍ୟାପକ ପ୍ରହଲ୍ଲାଦ ଶତପଥୀଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କ ମାତା ବିନୋଦିନୀ ଶତପଥିଙ୍କୁ ୮୫ ବର୍ଷ ହେଉଥିଲା । ମୃତ୍ୟୁ ସମୟରେ ବଡ ଝିଅ ବିଦ୍ୟୁତଲତା ଶତପଥୀ, ସସ୍ମିତା ଶତପଥୀ, ମଞ୍ଜୁଲତା ଶତପଥୀ ସହିତ ଲାଲି, ସୁନୀ ଓ ଓମ୍‌…
Read More...

ନୂତନ ବିଜ୍ଞାନ ତତ୍ତ୍ୱାବଧାରକଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୬୫ ତା.୦୪.୦୫.୨୦୨୧ଙ୍କ ନିର୍ଦ୍ଦେଶାନୁସାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାୟକଙ୍କୁ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ରୂପେ ନିଯୁକ୍ତ କରାଯାଇଛି ।…
Read More...

ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ଆସନ୍ତୁ ନାହିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିନା ପଞ୍ଜୀକରଣରେ ଟୀକାକେନ୍ଦ୍ର ଆସନ୍ତୁ ନାହିଁ । ଟୀକାକରଣ ପାଇଁ ପୂର୍ବରୁ ପଞ୍ଜୀକରଣ କରନ୍ତୁ ଏବଂ ନିର୍ଦ୍ଧାରିତ ସୂଚୀ ଅନୁସାରେ ଟୀକା ନିଅନ୍ତୁ । ନିର୍ଦ୍ଧାରିତ ସୂଚୀରେ ଟୀକାକରଣ କେନ୍ଦ୍ରକୁ ଆସିବା ପରେ ସଂପୃକ୍ତ କେନ୍ଦ୍ରରେ ଯଥା ସମ୍ଭବ ଦୂରତା ବଜାୟ…
Read More...

ଗଞ୍ଜାମ ଜିଲ୍ଲାର ଜଣେ ଆଗଧାଡ଼ିର କୋରନା ଯୋଦ୍ଧା ଭାବେ ପରିଚିତ ପ୍ରଦୀପ କିଶୋର ସାହୁଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସକାଳେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ଆଗଧାଡ଼ିର କୋରନା ଯୋଦ୍ଧା, କଲମକୁ ଧରି, ସାରା ଜୀବନକୁ ଅସ୍ତ୍ର-ସାଜିଥିବା ବୀରସୈନିକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର "ସମ୍ବାଦ"ର ବ୍ୟୁରୋ ହେଡ୍‌ ପ୍ରଦୀପ କିଶୋର…
Read More...

ପାଇକମାଲ ରାଜମିସ୍ତ୍ରୀ ଶ୍ରମିକ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ରାଜମିସ୍ତ୍ରୀ ଶ୍ରମିକ ସଂଘର ଏକ ଜରୁରୀ ବୈଠକ କେଦାର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଅଂଚଳରେ କେତେକ ରାଜମିସ୍ତ୍ରୀ ମାନେ ଲୋକମାନଙ୍କ ଘର ନିର୍ମାଣ କରିବା ପାଇ ଠିକା ନେଇ କାମ ସଠିକ…
Read More...