ନୂତନ ବିଜ୍ଞାନ ତତ୍ତ୍ୱାବଧାରକଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୬୫ ତା.୦୪.୦୫.୨୦୨୧ଙ୍କ ନିର୍ଦ୍ଦେଶାନୁସାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାୟକଙ୍କୁ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ରୂପେ ନିଯୁକ୍ତ କରାଯାଇଛି । ଜିଲ୍ଲାର ବିଭିନ୍ନ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ଶ୍ରୀ ନାୟକଙ୍କର ବିଶେଷ ଅଭିଜ୍ଞତା ରହିଛି । ଶ୍ରୀ ନାୟକ ୧୯୯୫ ମସିହାର ଷ୍ଟେଟ ସିଲେକ୍ସନ ବୋର୍ଡ, ଓଡିଶାଙ୍କ ଦ୍ୱାରା ମନୋନୀତ ହୋଇ ବିଜ୍ଞାନ ଶିକ୍ଷକ ରୂପେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ।

Leave A Reply

Your email address will not be published.

15 + two =

error: Content is protected !!