Yearly Archives

2021

ଡ. ସୁଧୀର ପରିଚ୍ଛାଙ୍କ ବିୟୋଗରେ ନରସିଂହଙ୍କ ଗଭୀର ଶୋକ : ଦଳ ତଥା କୃଷକ ସମାଜ ପାଇଁ ଏକ ବଡ କ୍ଷତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଧୀରର ଅସମୟ ମୃତ୍ୟୁ ମୋତେ ବହୁତ ବ୍ୟଥିତ କରିଛି । ଏହା ମୋ ପାଇଁ ତଥା ଦଳ ପାଇଁ ଏକ ବହୁତ ବଡ କ୍ଷତି ଅଟେ । ରାଜ୍ୟ ତଥା ଜିଲ୍ଲାର ବିଶିଷ୍ଟ କୃଷକ ନେତା ଡ. ସୁଧୀର ପରିଚ୍ଛା ଆଉ ଆମ ଗହଣରେ ନାହାନ୍ତି । ତାର ଅସମୟ ବିୟୋଗ ଜିଲ୍ଲା ପାଇଁ ଏକ ବଡ ଶୂନ୍ୟସ୍ଥାନ…
Read More...

ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କେନାଲପଡ଼ା ନିବାସୀ ତଥା ପଦ୍ମପୁର କେନ୍ଦୁପତ୍ର କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ୟାମ କୁମାର ପଟ୍ଟନାୟକଙ୍କ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । କିଛି ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ…
Read More...

ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ମୂଖ୍ୟ ଅତିଥି,…
Read More...

ମୁସଲିମ୍‌ ପରିବାରଙ୍କ ଅନ୍ତେଷ୍ଟିକ୍ରିୟାରେ ସହଯୋଗ କଲେ ବ୍ରହ୍ମପୁରର ନେତୃବର୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ତା ୧୬/୦୫/୨୦୨୧ ରିଖରେ ବାଇଗଣ ବାଡି ଗ୍ରାମର ଜଣେ ଜମିଦାର ତଥା ଚାଷୀ ଅହମ୍ମଦ୍ ଖାଁ ଦୀର୍ଘ ଦିନ ଧରି କୋଭିଡରେ ସଂକ୍ରମିତ ହୋଇ ହାଇଟେକ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ମୃତ୍ୟୁବରଣ କରିଥିଲେ । ଏଥି ପୂର୍ବରୁ ୧୦/୦୫/…
Read More...

ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛା ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛାଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯକୃତଜନିତ ସମସ୍ୟାର ସମ୍ମୁଖୀନ ହେବା ପରେ ପାଖାପାଖି…
Read More...

ମିଟର ରିଡର ମାନଙ୍କ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ମଙ୍ଗଳବାର, ଝାରବନ୍ଧ ଓ ପାଇକମାଲରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ଏକ ଜରୁରୀ ବୈଠକ ଅନଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନା କଟକଣା ଥିବାରୁ ଗାଁ ଗାଁ ଯାଇ ଘର ଘର ବୁଲି ମିଟର ରିଡିଂ ନେବା ସମ୍ଭବ ନୁହେଁ…
Read More...

ଅସହାୟଙ୍କୁ ସାହା ହେଲେ ଆସିକା ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନନୀୟା ଆସିକା ବିଧାୟୀକ ଶ୍ରୀମତୀ ମଞ୍ଜୁଳା ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଏବଂ ଗଞ୍ଜାମ ଜୋନ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଆସିକାର ବିଭିନ୍ନ ସ୍ଥାନରେ ଅସହାୟ, ଗରୀବ ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ…
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ୮ ଗୋଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର…

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀ, ଯେଉଁମାନେ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ତଥା ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ…
Read More...

ଆଗକୁ ଆସୁଛି ବେଟେରୀ ଚାର୍ଜ ଶସ୍ତା କାର

ନୂଆଦିଲ୍ଲୀ : ମାତ୍ର ୫ଲକ୍ଷ ଟଙ୍କାରେ କାର୍ ଭାରତୀୟ ବଜାରରେ ସୁଲଭ ଦରରେ ଉପଲବ୍ଧ ହେବ । ଆଉ ଭାରତୀୟ ସଡକ ପଥରେ ବହୁ ସଂଖ୍ୟାରେ ଚାଲିବ ଇଲେକ୍ଟ୍ରି ଚାର୍ଜର ଏକ ନୂଆ ଧରଣର କାର୍‌ । ତେବେ ଭାରତରେ ଲଞ୍ଚ ହେବାକୁ ଯାଉଛି, ସବୁଠୁ ଶସ୍ତା ଇଲେକ୍ଟ୍ରିକ ଚାର୍ଜ କାର୍ । ଏହା ଅନ୍ୟ କାର୍ ଠାରୁ…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧, ବଲାଙ୍ଗିର ପୌରାଂଚଳରେ ୫୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ୧, ୧୪ରୁ ୧, ୪ରୁ ୧, ୧୧ରୁ ୨, ୧୯ରୁ ୨, ୨୧ରୁ ୨, ୬ରୁ ୨, ୯ରୁ ୨,…
Read More...