Yearly Archives

2021

ବନୌଷଧି ଯୋଗାଉଥିବା ଆଦିବାସୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ ମୂଳନିବାସୀ ଭାବେ ୬୨ ସଂପ୍ରଦାୟର ଆଦିବାସୀମାନେ ଦେଶର ବିଭିନ୍ନ ରାଜ୍ୟରେ ତଥା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ବସବାସ କରିଆସୁଛନ୍ତି । ବିଶେଷ କରି ଆଦିବାସୀମାନେ ଧାନ, ଗହମ, ବାଜରା, ମକା, ମାଣ୍ଡିଆ, ମୁଗ, ବରି, କୋଲଥ, ହରଡ ଆଦି…
Read More...

ଝାରଖଣ୍ଡ ହଜାରିବାଗ ମେଡିକାଲ କଲେଜରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର୍‌ ଗାଏବ୍‌

ହଜରିବାଗ : ଝାରଖଣ୍ଡର ହାଜରିବାଗ ସ୍ଥିତ ହାଜରିବାଗ ମେଡିକାଲ କଲେଜ ହସପିଟାଲରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର ନିଖୋଜ ମାମଲାରେ ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୱାର୍ଡ ବଏ ସମେତ ପାଞ୍ଚ ଜଣଙ୍କୁ ପଚରା ଉଚୁରା…
Read More...

ଯୋଗୀ ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ମୃତ୍ୟୁ : ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ବିଜୟ କାଶ୍ୟପଙ୍କ କରୋନା ଭାଇରସ ସଂକ୍ରମଣ ହେତୁ ମଙ୍ଗଳବାର ଗୁରୁଗାଓଁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୁଜାଫରନଗରର ଚରଥାୱଲ ବିଧାନସଭା ଆସନର ବିଧାୟକ କାଶ୍ୟପ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ…
Read More...

୧୧,୦୯୯ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଂଟାରେ ରାଜ୍ୟରେ : ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତଥାପି କମୁନି ସଂକ୍ରମଣ, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୫,୩୭୫ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୮୫ ଜଣ ଆଂଚଳିକ…
Read More...

ଲିବ୍‌ରେସନ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସମାଜସେବୀ ସଂଗଠନ ଲିବ୍‌ରେସନ ତରଫରୁ ବର୍ତ୍ତମାନ ମହାମାରୀ ସ୍ଥିତିରେ ସ୍ଥାନୀୟ ରୋଡ୍‌ ଏବଂ ମାର୍କେଟ୍‌ ପ୍ଲେସକୁ ପ୍ରତିଦିନ ୨ଥର ସାନିଟାଇଜ କରିବା ପାଇଁ ପୌରପାଳିିକାକୁ ଦାବୀପତ୍ର ଦିଆଯିବା ସହ ଏଭଳି ଭୟଙ୍କର ପରିସ୍ଥିତିରେ ଏହି ପଦକ୍ଷେପ…
Read More...

ଦେଓଗାଁ ପୁଲିସ : ଦିନରେ ଟାଇଟ, ରାତିରେ ଢ଼ିଲା : ଥାନା ସମ୍ମୁଖ ଦୋକାନର ତାଲା ଭାଙ୍ଗି ଡକାୟତି, ପୁଲିସ ଉପରେ ଭରସା…

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶାରେ ଲାଗୁ ହୋଇଛି ଲକଡାଉନ । ଜରୁରୀ ସେବାକୁ ଛାଡି ବନ୍ଦ ରହିଛି ସମସ୍ତ ଦୋକାନ ବଜାର । ଗହଳି ହେଉଥିବା ସ୍ଥାନରେ ପୁଲିସ ଦେଉଛି ପହଁରା । କିନ୍ତୁ ଦେଓଗାଁ ଥାନା ସମ୍ମୁଖରେ ଥିବା ଏକ ଦୋକାନର ହେଉଛି ଚୋରି । କେବଳ ଏତିକି ନୁହେଁ ଚୋରି ହେବା ପରେ ପରେ…
Read More...

କର୍ଲାମୁଣ୍ଡାରେ ଆରମ୍ଭ ହେଲା ଦ୍ୱାର ମୁହଁରେ ରାଜସ୍ବ ସେବା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ବର୍ତମାନର ମହାମାରୀ କରୋନା ସମୟରେ ହିତାଧିକାରୀ ମାନେ ଅଯଥାରେ ତହସିଲ ଅଫିସ କିମ୍ବା ଜନସେବା କେନ୍ଦ୍ରକୁ ନ ଦୌଡିବା ପାଇଁ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି । ସେମାନେ ବିବିଧ ପ୍ରମାଣପତ୍ର ପାଇଁ ଆଉ ଯିବାକୁ ପଡ଼ିବନି ଅଫିସକୁ । ରାଜସ୍ବ ବିଭାଗ ଘରେ…
Read More...

ଦେଓଗାଁ ବ୍ଲକରେ ଅଧିକ ୩ଟି ନୂତନ ଟୀକାକରଣ କେନ୍ଦ୍ର ଖୋଲିବା ପାଇଁ ବ୍ଳକ ଅଧ୍ୟକ୍ଷାଙ୍କ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯାଇଛି । ରୋଗୀ ଚିହ୍ନଟ ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ…
Read More...

ଡା. ସୁଧୀର ପରିଚ୍ଛାଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି : ଶୋକ ପ୍ରକାଶ କଲେ ବିଧାୟକ ସନ୍ତୋଷ ସିଂ…

କଂଟାବାଂଜି, (କେପିଏନ୍‌ଏସ୍‌) : ଡା. ସୁଧୀର ପରିଚ୍ଛାଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଚାଷୀମାନଙ୍କ ହକ୍‌ ପାଇଁ ଲଢେ଼ଇ କରିବାରେ ସେ ଯେଭଳି ଦମ୍ଭର ସହକାରେ ଆଗେଇ ଯାଉଥିଲେ…
Read More...

ଦେଓଗାଁ ବ୍ଲକରେ ପୁଣି ୨୮ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୮ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୨୮ଜଣଙ୍କ ମଧ୍ୟରୁ ସର୍ବାଧିକ ଦେଷଣ୍ଢ ପଞ୍ଚାୟତରେ ୯ଜଣ ଓ ଗୌଡଗୋଠ, ଉଡ଼ାର ପଞ୍ଚାୟତରେ ୩ଜଣ ଲେଖାଏଁ ଚିହ୍ନଟ ହେଇଥିବା…
Read More...