Yearly Archives

2021

ଲକ୍‌ଡାଉନ ଆମ ସମସ୍ତଙ୍କ ସୁରକ୍ଷା ପାଇଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧି ବଢାଇଛନ୍ତି । ଏହା ଆମ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସମସ୍ତେ ଲକଡାଉନ୍ ନିର୍ଦ୍ଦେଶାବଳୀ ନିଷ୍ଠାର ସହ ପାଳନ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
Read More...

ବିଶ୍ୱାତ୍ମ ଚେତନା ପରିଷଦ ଓ ଟ୍ରଷ୍ଟ ପକ୍ଷରୁ ଅନ୍ନପୂର୍ଣ୍ଣା ସେବା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଅକ୍ଷୟ ତୃତୀୟା ଠାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ ଠାରେ ପୂଜ୍ୟପାଦ ସ୍ୱାମୀଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱାତ୍ମ ଚେତନା ପରିଷଦ ଓ ଟ୍ରଷ୍ଟ ତରଫରୁ କୋଭିଡ ରୋଗୀମାନଙ୍କୁ ଯତ୍ନ ନେଉଥିବା…
Read More...

ଡା. ସୁଧୀର ପରିଚ୍ଛାଙ୍କ ବିୟୋଗରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜଣେ ଉତ୍ତମ ସଙ୍ଗଠକ ତଥା ଆମ ସମସ୍ତଙ୍କ ପ୍ରିୟ କୃଷକ ନେତା ଡା. ସୁଧୀର ପରିଚ୍ଛା ଆମ ଗହଣରେ ଆଉ ନାହାନ୍ତି । ସେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ବଲାଙ୍ଗିର ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ପ୍ରଦେଶ କେଶରୀୟା…
Read More...

ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ (୪୨) ପରଲୋକ ହୋଇଯାଇଛି । ସ୍ଵଗର୍ତ ଖମାରୀ କରୋନାରେ ଆକ୍ରାନ୍ତ ହୋଇ କଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।…
Read More...

ଶୁଣିଲାନି ପ୍ରଶାସନ, କାମକଲେ ଗାଁର ଭାଗବତ ପାରାୟଣ ଧର୍ମାନୁଷ୍ଠାନର ବ୍ୟକ୍ତିବିଶେଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ପାଟଣାର ମୁଖ୍ୟ ରାସ୍ତାର ପାର୍ଶ୍ୱରେ ଏକ ଡ୍ରେନ ଦୀର୍ଘଦିନରୁ ପୋତିହେବା ଫଳରେ ବର୍ଷା ହେଲେ ଉକ୍ତ ଗ୍ରାମର ୮୦ଟି ପରିବାର ଯିବା ଆସିବାରେ ବହୁତ ଅସୁବିଧା ହୁଏ, କାରଣ ମେଡିକାଲ ଏବଂ ସ୍କୁଲ ଓ ଅଙ୍ଗନବାଡି ଯିବା…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୪,୫୨୯ ମୃତ୍ୟୁ : ୨,୬୭,୩୩୪ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : କାଭିଡ -୧୯ ଭାରତରେ ହଇଚଇ ସୃଷ୍ଟି କରିଛି । କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଥିବା ବେଳେ ମୃତ୍ୟୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କରୋନା ଯୋଗୁଁ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ଗୋଟିଏ…
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରଘୁପତି ମହାପାତ୍ରଙ୍କ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍ ରଘୁପତି ମହାପାତ୍ରଙ୍କ ୭୯ ବର୍ଷ ବୟସରେ ସକାଳୁ ୧୦.୪୦ ମିନିଟ ସମୟରେ ଦେହ ତ୍ୟାଗ କରି ପରଲୋକ ଗମନ କରିଛନ୍ତି । ସେ ଜଣେ ପରୋପକାରୀ, ଧର୍ମ ପରାୟଣ, ମେଳାପି…
Read More...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ସ୍ଥିତ ଶ୍ରୀ ଶ୍ରୀନୃସିଂହନାଥ ଠାରେ ଥିବା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି ରବିନାରାୟଣ ସାହୁଙ୍କ ପକ୍ଷରୁ ଏକ ମାସ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ଶ୍ରୀ ସାହୁ ସମସ୍ତ…
Read More...

ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ । ତେବେ ଦେଶର ବୃହତ୍ତମ କୋର୍ଟ ଏହାର ଅନେକ ଆଦେଶରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି । …
Read More...

କରୋନାରେ ଚାଲିଗଲେ ଅଭିନେତା ଯମ ମହାରାଜ : କନ୍ଧମାଳ ଜିଲ୍ଲାରେ ଶୋକର ଛାୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ମଞ୍ଚ କଳାକାର ବାସୁଦେବ ସାହୁଙ୍କ ମଙ୍ଗଳବାର ସକାଳୁ ଚିକିତ୍ସିତ ଅବସ୍ଥାରେ କୋଭିଡ଼୍ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ଏହି ଖବର ପ୍ରଚାରିତ ପରେ…
Read More...