Yearly Archives

2021

ତହସିଲଦାରଙ୍କ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି : ଅମାନିଆ ବ୍ୟବସାୟୀଙ୍କ ୭ଟି ଦୋକାନ ସିଲ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦିନକୁ ଦିନ ବୃଦ୍ଧି ପାଉଛି, କରୋନା ସଂକ୍ରମଣର ଭୟ କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେକି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ । ସରକାରୀ କୋଭିଡ ନିୟମକୁ ଫୁ କରି ନିଜ ମନମାନି ଚଳାଇଥାନ୍ତି । ଏହି ଭଳି କିଛି…
Read More...

ରାଜସ୍ୱ ସେବା ପାଇଁ ଅଭିନବ ପ୍ରୟାସ ‘ରାଜସ୍ୱ ରଥ’

ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବା ଏବେ ଆମ ଗାଁରେ ଭଳି ଏକ ସୁନ୍ଦର ନାରା ଦେଇ ରାଜସ୍ୱ ସେବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଠାରେ ମଧ୍ୟ ଏହି ରାଜସ୍ୱ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ତହସିଲଦାର ସୟଦ ଇସାକ ମଦିନା…
Read More...

ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ଅସହାୟ ଅବିବାହିତା ମହିଳା ସନ୍ଧ୍ୟାରାଣୀ ପଟ୍ଟନାୟକ କିଛି ଦିନ ତଳେ ମନ୍ଦିର ବାହାରେ ଦୀପ ଲଗାଉଥିବା ବେଳେ ଦୁର୍ଘଟଣା ବଶତଃ ନିଆଁର ପୋଡି ହୋଇ ଯାଇଥିଲେ । ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ…
Read More...

ପଣ୍ତରୀପାଣି ଗ୍ରାମରେ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ପଣ୍ତରୀପାଣି ଗ୍ରାମରେ ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ମାନଙ୍କର ପ୍ରଚେଷ୍ଟାରେ କୋଭିଡ ଗାଇଡ ଲାଇନ ନିୟମ ମାନି ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ସାନିଟାଇଜର ଓ…
Read More...

ପିମ୍ପୁଡି ଖାଉଥିବା ଅସହାୟ ଶବ ରାସ୍ତା କଡରୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ଦିନେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ବି ଭାବି ନଥିଲେ । ମହାମାରୀର ମହାତାଣ୍ଡବ, କେତେ ଯେ ଆଖିକୁ ଓଦା କଲାଣି, ତାହା ଭାବିଲା ବେଳକୁ ଛାତି ଥରି ଉଠୁଛି । ଆଉ ଏହାରି ଭିତରେ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରୁ ଆସିଛି ଏକ ହୃଦୟ…
Read More...

କରୋନା ନେଲା ମହିଳାଙ୍କ ଜୀବନ : ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ ଦେଢେଲ ଗ୍ରାମର ଫୁଲ ତୋଳା ନାଗ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ପାଇବା ପରେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ ବେହେରା, ବିଡିଓ ଦେବାଶିଷ ସାମଲ,…
Read More...

କରୋନା ସଂକ୍ରମିତଙ୍କ ଶବ ଦାହ ପାଇଁ ପଦକ୍ଷେପ ନେଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଗତ ପାଞ୍ଚଦିନ ଧରି କୋଭିଡ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନ ରହିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କାଲି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା…
Read More...

ଆମ୍ବୁଲାନ୍ସ-ଟ୍ରକ୍‌ ମୁହାଁମୁହିଁ ଧକ୍କା : ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ପନ୍ଦରମାଇଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୦୮ ଆମ୍ବୁଲାନ୍ସ ଓଡି-୧୨ସି- ୬୭୧୦ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି ।…
Read More...

ଜମି ବିବାଦକୁ ନେଇ ମାର ପିଟ୍‌ ଘଟଣା : ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଗତ ରବିବାର ଦିନ ଜମି ବିବାଦକୁ ନେଇ ବିଜୟ ରଣା ଓ ଡିଙ୍ଗର ରଣା ପରିବାରଙ୍କ ଭିତରେ ଗଣ୍ଡ ଗୋଲ ହୋଇଥିଲା । ଘଟଣା ସ୍ଥାନରେ ଡିଙ୍ଗର ରଣାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗୁରୁତର ହେବାରୁ ତାଙ୍କୁ…
Read More...

କରୋନରେ ବୃଦ୍ଧଙ୍କ ମୃତ୍ୟୁ : ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର…

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢି ଚାଲିଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ତେବେ ଗତକାଲି ନୁନିଆପାଲି ଗ୍ରାମ ପଞ୍ଚାୟତର ନୁନିଆପାଲି ଗ୍ରାମର ଜଣେ ବୃଦ୍ଧ କରୋନାରେ ସଂକ୍ରମଣ ହୋଇ ମୃତ୍ୟ ବରଣ କରିଥିବା ବେଳେ ବୃଦ୍ଧଙ୍କ ପରିବାର…
Read More...