Yearly Archives

2021

ଆଲୁମିନିୟମ୍‌ ତାର ସହ ଗାଡି ଜବତ, ଜଣେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଲକ୍‌ଡାଉନ୍‌ର ଫାଇଦା ଉଠାଇ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ତେବେ ଆଜି ବିଳମ୍ବିତ ରାତିରେ ସଇଁନ୍ତଲା ପୁଲିସ ଖବର ପାଇବା ପରେ ଏକ ପିକ୍‌ଅପ୍‌ ଭ୍ୟାନ ଗାଡି(ଓଡ଼ି-୧୫-ଜି-୫୭୩୪)ରେ…
Read More...

ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମେ'୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍…
Read More...

ହେଲ୍ପ ଡେକ୍ସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଂଗଠନ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହରଙ୍କ ନିର୍ଦ୍ଦେଶ କ୍ରମେ ଭାରତର ସମସ୍ତ ଜିଲ୍ଲାର ଗୋଟିଏ ସ୍ଥାନରେ ଗ୍ରାମାଞ୍ଚଳର ପିଏଚସି ତଥା ସିଏଚସି.ରେ ପ୍ରତେକ ଜିଲ୍ଲାର କୃଷକ ମୋର୍ଚ୍ଚା ତରଫରରୁ କୋଭିଡ…
Read More...

କରୋନା ନେଲା ଦୁଇ ଜଣଙ୍କ ଜୀବନ : ସରପଞ୍ଚ ଓ ବ୍ଳକ ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଅନେକ ଲୋକେ କରୋନାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ସବୁଠାରୁ ବଡ଼ ଦୁଃଖର କଥା ହେଲା, କରୋନାରେ ମୃତ୍ୟୁ ହେଲେ ଭୟରେ ଲୋକେ ଶବକୁ ଛୁଇଁବା ପାଇଁ ମଧ୍ୟ ଭୟ କରୁଛନ୍ତି । କିନ୍ତୁ ସଇଁନ୍ତଲା…
Read More...

ସାମୁଦ୍ରିକ ଝଡ଼ ‘ତୌକତେ’ର ପ୍ରଚଣ୍ଡ ପ୍ରତିକ୍ରିୟା : ମୁମ୍ବାଇରେ ସକାଳୁ ଜାରି ରହିଛି ବର୍ଷା, ୨୦ ଘଣ୍ଟା…

ମୁମ୍ବାଇ : ସାମୁଦ୍ରିକ ଝଡ଼ 'ତୌକତେ' ଧ୍ୱଂସ ଲୀଳା ଜାରି ରଖିଛି । ସୋମବାର ରାତିରେ ଗୁଜୁରାଟର ସୌରାଷ୍ଟ୍ରର ଉପକୂଳରେ ବାଡେ଼ଇ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଗତି କରିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଗତ ୨୩ ବର୍ଷ ମଧ୍ୟରେ…
Read More...

କରୋନାକୁ ପରାସ୍ତ କରିଥିବା ଜଣେ ବୃଦ୍ଧ ପ୍ରଶଂସା କଲେ କିସ୍‌ କୋଭିଡ଼୍‌ କେୟାର ହସ୍‌ପିଟାଲ୍‌କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାକୁ ପରାସ୍ତ କରିଥିବା ଜଣେ ବୃଦ୍ଧ ବ୍ୟକ୍ତି କିସ୍‌ କୋଭିଡ଼୍‌ କେୟାର୍‌ ହସ୍‌ପିଟାଲ୍‌ର ସେବା, ଯତ୍ନ ଓ ଚିକିତ୍ସାକୁ ନେଇ ପ୍ରଶଂସା କରିଛନ୍ତି । ସ୍ଥାନୀୟ ରାଧାରାଣୀପଡ଼ା ନିବାସୀ ସନ୍ତୋଷ କୁମାର ମିଶ୍ର(୬୯) କିସ୍‌ କୋଭିଡ଼୍‌ କେୟାର୍‌ ହସ୍‌ପିଟାଲ୍‌ରେ…
Read More...

ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସକ୍ରିୟ ମାମଲା କମିଛି : କିନ୍ତୁ ବଢ଼ୁଛି ମୃତକଙ୍କ ସଂଖ୍ୟା,…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ କରୋନା ସଂକ୍ରମଣରେ ସକ୍ରିୟ କ୍ଷେତ୍ରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ…
Read More...

ଘରୋଇ ବସ୍‌ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଭର୍ଚୁଆଲ ମୋଡରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ନିକଟରେ ପରଲୋକ ଗମନ କରିଥିବା ସଂଘର ଦୁଇ ଜଣ ସଭ୍ୟ କୁଞ୍ଜ ବିହାରୀ ଭୋଇ ଓ ସ୍ୱରାଜ ସିଂଦେଓଙ୍କ ସ୍ମୃତିଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ…
Read More...

ପୂର୍ବତନ ମନ୍ତ୍ରୀ ତଥା କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ କାର୍ତ୍ତିକ ତରିଆଙ୍କ ଦେହାନ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ, କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ ତଥା ସୁବର୍ଣ୍ଣପୁରର ବରିଷ୍ଠ ଆଇନଜୀବୀ କାର୍ତ୍ତିକ ତରିଆ(୭୦)ଙ୍କ ଗତକାଲି ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ପରଲୋକରେ କୋସଲ ଆନ୍ଦୋଳନର ଅପୂରଣୀୟ କ୍ଷତି ହୋଇଛି ବୋଲି…
Read More...

ରାଜ୍ୟରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି । ୯ଟି ଜିଲ୍ଲାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା,…
Read More...