Browsing Tag

rourakela news

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ମିରର୍‌ ଫାଉଣ୍ଡେସନ୍‌ ତରଫରୁ ସେକ୍ଟର ୮ରେ ଥିବା ଅନାଥାଶ୍ରମ ଆଶାର ଆଲୋକ ଠାରେ ଅନ୍ତେବାସୀ ମାନଙ୍କୁ ଜଳଖିଆ, ଖାଦ୍ୟ, ବସ୍ତ୍ର ଓ ୱକର୍‌ (ଚାଲିବା ପାଇଁ ଅବଲମ୍ବନ) ଆଦି ବଣ୍ଟନ କରାଯାଇଥିଲା । ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ…
Read More...

ରାଉରକେଲାରେ ସାରଦା ଓ ରଘୁନାଥପାଲିରେ ଦୁର୍ଗା, ବଣେଇରୁ ଲକ୍ଷ୍ମଣ, ବିରମିତ୍ରପୁରରୁ ରୋହିତ, ସୁନ୍ଦରଗଡରୁ ଯୋଗେଶ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ଚର୍ଚ୍ଚିତ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ନିର୍ବାଚନ ଆଶ୍ୱର୍ଯ୍ୟ ଜନକ ଫଳାଫଳ ପ୍ରକାଶ କରିଛି । ଚଳିତ ନିର୍ବାଚନରେ ବିରୋଧି ଆସନରେ ଥିବା ବିଜେପି ଏଥର ସରକାର ଗଢ଼ିବାକୁ ଯାଉଥିବା ବେଳେ…
Read More...

ରାଉରକେଲା କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ନୂତନ ଭାବରେ ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଛନ୍ତିି । ପ୍ରାଧ୍ୟାପକ ଡ. ରବୀନ୍ଦ୍ର କୁମାର ଜେନା । ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ଅର୍ଥନୀତି ବିଭାଗରେ ଅଧ୍ୟାପନାରତ ଡ. ଜେନା ସଫଳ ଭାବରେ ଆୟ-ବ୍ୟୟ ବିଭାଗ, ପ୍ରଶାସନିକ…
Read More...

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆର୍ଥଲେଟିକ୍‌ ଆସୋସିଏସ୍‌, ସାଇକିଲିଙ୍ଗର ମିଳିତ ଆନୁକୂଲ୍ୟରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ଲୋବାଲ ୱାର୍ମିଙ୍ଗ ଓ ଅଙ୍ଗାରକାମ୍ଳ ନିର୍ଗମନ…
Read More...

ସିଆଇଟିୟୁର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ, ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସହିତ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସଂଗ୍ରାମୀ ଶ୍ରମିକ ସଂଗଠନ ଭାରତର ଟ୍ରେଡ୍ ୟୁନିୟନ୍‌ କେନ୍ଦ୍ର (ସିଆଇଟିୟୁ)ର ୫୫…
Read More...

୩୯ ମାସର ଏରିଅର୍‌ ପ୍ରଦାନ ସହ ଏନ୍‌ଜେସିଏସ୍‌ ଚୁକ୍ତିନାମା ଦାବୀରେ ମିଳିତ ଟ୍ରେଡ୍‌ ୟୁନିଅନ୍‌ର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା କାଲି ଦିଲ୍ଲୀଠାରେ ଏନ୍‌ଜେସିଏସ୍‌ ସବକମିଟି ବୈଠକ ପରୀପ୍ରେକ୍ଷୀରେ ବିଶ୍ରାଛକ ଠାରେ ମିଳିତ ଟ୍ରେଡ୍‌ ୟୁନିଅନ୍‌ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ…
Read More...

ଦେଶୀ ମଦ ଜବତ : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଝାଡ଼ଖଣ୍ଡରୁ ରାଉରକେଲାକୁ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସ ଗିରଫ କରିଥିଲା । ଏହି ଘଟଣାକୁ ୫ ଦିନ ବିତିନି, ଆଜି ପୁଣି ଜଣେ ମଦ ମାଫିଆକୁ ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମାଫିଆଠାରୁ ଦେଶୀ ମଦ କିଣି ସହରରେ…
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ଶ୍ରଦ୍ଧା ଅନୁଷ୍ଠାନ, ଆଶାଦୀପ ଅନୁଷ୍ଠାନ, ମାନବ ସେବା ପ୍ରତିଷ୍ଠାନ ଅନୁଷ୍ଠାନ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଗଲା…
Read More...

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦ୍‌ବେଗ : ପ୍ରତିକାର ଦାବିରେ ଡି ଆର୍‌ଏମ୍‌ଙ୍କୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ଭୁବନେଶ୍ଵର - ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ୍‌ ଗୁଡ଼ିକର ଯାତାୟାତରେ…
Read More...

ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର

ରାଉରକେଲା, (ସସ୍ମିତା ପ୍ରଧାନ) : ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର ମାନବ ସେବା ପ୍ରତିଷ୍ଠାନ, ଜଗଦା, ଝିରପାଣି ଠାରେ ସାମୁହିକ ଜନ୍ମଦିନ ଉତ୍ସବ ସମାରୋହ ପାଳନ ଏକ ନିଆରା ଅନୁଭୂତି ଓ ଆବେଗ । ଅଦ୍ୟ ତା ୨୬-୫-୨୪ ରିଖ ଦିନ ନିଜେ ହସି, ସଭିଙ୍କୁ ହସାଇବା…
Read More...