ହିରୋ ଶୋ’ ରୁମ୍ରେ ଅଗ୍ନିକାଣ୍ଡ
ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓସିଏଲ ଆପ୍ରୋଚ ରୋଡ୍ରେ ଥିବା କେଡ଼ିଆ ଏଣ୍ଡ କେଡ଼ିଆ ହିରୋ ମଟର ସାଇକେଲ ଶୋ' ରୁମ୍ର ୩ ମହଲାରେ ଥିବା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ନିଆଁ ଲାଗିଥିଲା ନେଇ ସୂଚନା ମିଳିଥିଲା । ଶୋ' ରୁମ୍ କର୍ମଚାରୀ ନିଆଁ!-->…
Read More...
Read More...