Browsing Tag

rairangapur news

ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ : ୧ ମୃତ ୨ ଗୁରୁତର

ରାଇରଙ୍ଗପୁର : କୋଲକାତା ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥ ଜଷିପୁର ଥାନା ଗହିରା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।
Read More...

ନାଳକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହରପାର୍ବତୀ ମଣ୍ଡପ ନାଳକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଯୁବକଙ୍କୁ ଉଦ୍ଧାର କରିଛି । ଯୁବକଙ୍କୁ ଉଦ୍ଧାର ସମୟରେ ପୋଲିସକୁ ନାକେଦମ ହେବାକୁ ପଡିଥିବା ବେଳେ ହାତରେ ଥିବା ଛୁରିରେ ନିଜେ ପେଟରେ ଭୁସି ହେବା
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ୩ ନଂ ୱାର୍ଡ ସାକିଲାଡିହି ଗ୍ରାମର ଏକ ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ସାକିଲାଡିହି ଗ୍ରାମର ସୁରେନ୍ଦ୍ର ସିଂଙ୍କ ଝିଅ ସାଲୋନୀ ସିଂ(୨୦) ଚାକିରି ପାଇଁ ପରୀକ୍ଷା
Read More...

ଟ୍ରାକ୍ଟର ଓଲଟି ୨ ମୃତ, ୨ ଗୁରୁତର

ରାଇରଙ୍ଗପୁର/ବାଦାମପାହାଡ଼ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକୀ ଗ୍ରାମର ୪ ଜଣ ମହିଳା ପାଖ ଗାଁ ପୁରୁଣିଆକୁ
Read More...

ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର : ବିଶୋଇ ଥାନା ଅଧୀନ ମଣଦାଠାରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ମୃତକ ହେଲେ ମଣଦା ଅଂଚଳର ସୁଶାନ୍ତ ଗିରି ଓ ଜଲେ ପିଙ୍ଗୁଆ । କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତରେ ସୁଶାନ୍ତ ଓ ଜଲେଙ୍କ ମୃତ୍ୟୁ ଘଟିଥିଲା । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ
Read More...

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର : ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ରତନ ସୋରେନ । ସୂଚନାନୁଯାୟୀ, ରତନ ସୋରେନ ଗତକାଲି ରାତି ପ୍ରାୟ ୧୦ଟାରେ ପରିସ୍ରା କରିବାକୁ ବାଡିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର
Read More...

ସବାରୀ ଗାଡି ଓଲଟି ୭ ଗୁରୁତର

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଜଙ୍ଗଲଭିୟୁ ହୋଟେଲ ନିକଟରେ ବରଯାତ୍ରୀ ଗାଡି ଓଲଟି ୭ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ
Read More...

ବିପୁଳ ପରିମାଣର ବିଦେଶୀ ମଦ ଜବତ ସହ ୨ ଜଣ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବିଜାତଳା ହାଟ ବଜାର ନିକଟରେ ଅବକାରୀ ବିଭାଗ ଚଢାଉ କରି ଏକ ଘରୁ ବିପୁଳ ପରିମାଣର ବିଦେଶୀ ଓ ନକଲି ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି
Read More...

କଲରାପତରିଆ ବାଘର ଶିକାର ହେଲେ ୬ ଗୋରୁ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ତାଳବନ୍ଧ ଓ ମଣଦା ବନାଞ୍ଚଳ ଅଧୀନ ବଡ଼ ବାଲିଚୁଆ ଓ ଅସନସିକଳ ଗ୍ରାମର ୬ଟି ଗୋରୁ କଲରାପତରିଆ ବାଘର ଶିକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗ୍ରାମର କନ୍ଦା ପାଳେୟା, ବୁଲୁ ବିରୁଆ, ଗମହା ପାଳେୟା, ରୁଣ୍ଡା ପାଳେୟା ଓ ଅସନସିକଳ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ରାଇରଙ୍ଗପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଝିପାବନ୍ଧ ଗ୍ରାମରେ । ସୂଚନାନୁସାରେ ଝିପାବନ୍ଧ ଗାଁର ରାଜାରାମ ହେମ୍ବ୍ରମ (୫୦) ନିଜ ଘରେ ବିଦ୍ୟୁତ ମରାମତି କରୁଥିଲେ । ନିଜର
Read More...
error: Content is protected !!