pakka

ବ୍ୟବସାୟୀଙ୍କୁ ଗୁଳିମାଡ଼ : ୨ ଅଭିଯୁକ୍ତ ଫେରାର, ୧ ଅଟକ

bbehera

ରାଇରଙ୍ଗପୁର : ବ୍ୟବସାୟୀଙ୍କୁ ଗୁଳି କଲେ ତିନି ଦୁର୍ବୃତ୍ତ । ଏପରି ଅପରାଧି କାଣ୍ଡ ଭିଆଇ ଦୁଇ ଜଣ ଫେରାର ହୋଇଯାଇଛନ୍ତି ଓ ଜଣେ ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ଘଟିଥିବା ଜଣାପଡିଛି । ଅନ୍ୟପଟେ ଗୁଳିକାଣ୍ଡର ଶିକାର ହୋଇଥିବା ବ୍ୟବସାୟୀ ଜଣକ ଗୁରୁତର ଭାବେ ଏବେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି ସୂଚନା ମିଳିଛି । ଏନେଇ ବ୍ୟବସାୟୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ।

jay balangir
Leave A Reply

Your email address will not be published.

nineteen + five =

error: Content is protected !!