Browsing Tag

rairangapur news

ଶୁଆ ଶାବକ ଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ : ୫୦ଟି ଶୁଆ ଶାବକ ଉଦ୍ଧାର

ରାଇରଙ୍ଗପୁର : ଶୁଆ ଶାବକ ଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ୫୦ଟି ଶାବକ ଉଦ୍ଧାର କଲା ବନ ବିଭାଗ । ଏପରି ଘଟଣା ଦେଖିବାକୁ ମିଳିଛି ଗୋରୁମହିଷାଣି ଥାନା ଅଞ୍ଚଳରେ । ଶୁଆ ଶାବକ ଚାଲାଣ ହୋଉଥିବା ସୂଚନା ପାଇଥିଲା ଜଙ୍ଗଲ ବିଭାଗ । ପୂର୍ବରୁ ସ୍ଥାନୀୟ ଶିଶୁ ମନ୍ଦିର ନିକଟରେ ଲୁଚି ରହିଥିବା
Read More...

ଜେଲ୍‌ ପାଚେରୀ ଡେଇଁ କଏଦୀ ଫେରାର୍‌

ରାଇରଙ୍ଗପୁର : ଜେଲ୍‌ରୁ କଏଦୀ ଫେରାର୍‌ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ଆଜୀବନ ସଜା କାଟୁଥିବା କଏଦୀ ଫେରାର । ଜେଲ ପରିସର ପାଚେରୀ ଡେଇଁ ପଳାଇଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ, ଛୋଟୁ ନାମକ ଜଣେ ଯୁବକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ
Read More...

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ମଦନମୋହନ ମୁର୍ମୁଙ୍କ ପୁଅ ବିଜୟ ମୁର୍ମୁ (୨୩) । ସୂଚନାନୁଯାୟୀ, ବିଜୟ ମୁର୍ମୁ ଘରେ ଗତ ରାତ୍ରିରେ ଶୋଇଥିବା ବେଳେ
Read More...

ବ୍ୟବସାୟୀଙ୍କୁ ଗୁଳିମାଡ଼ : ୨ ଅଭିଯୁକ୍ତ ଫେରାର, ୧ ଅଟକ

ରାଇରଙ୍ଗପୁର : ବ୍ୟବସାୟୀଙ୍କୁ ଗୁଳି କଲେ ତିନି ଦୁର୍ବୃତ୍ତ । ଏପରି ଅପରାଧି କାଣ୍ଡ ଭିଆଇ ଦୁଇ ଜଣ ଫେରାର ହୋଇଯାଇଛନ୍ତି ଓ ଜଣେ ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ଘଟିଥିବା ଜଣାପଡିଛି । ଅନ୍ୟପଟେ
Read More...

ଆସନ୍ତାକାଲି ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି

ରାଇରଙ୍ଗପୁର : ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତକୁ ଆଉ କିଛି ଘଣ୍ଟା ବାକି ରହିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିକ୍ୟୁରିଟି ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ
Read More...

ହିରୋ ଶୋ’ ରୁମ୍‌ରେ ଅଗ୍ନିକାଣ୍ଡ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓସିଏଲ ଆପ୍ରୋଚ ରୋଡ୍‌ରେ ଥିବା କେଡ଼ିଆ ଏଣ୍ଡ କେଡ଼ିଆ ହିରୋ ମଟର ସାଇକେଲ ଶୋ' ରୁମ୍‌ର ୩ ମହଲାରେ ଥିବା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ନିଆଁ ଲାଗିଥିଲା ନେଇ ସୂଚନା ମିଳିଥିଲା । ଶୋ' ରୁମ୍‌ କର୍ମଚାରୀ ନିଆଁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ରାଇରଙ୍ଗପୁର : ବହଳଦା ଥାନା ବାଗଡେଗା ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ବହଳଦା ଥାନା ଝାଡ଼ଗାଁ ଗ୍ରାମର ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣା ଘଟାଇ ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ
Read More...

ବିଭିନ୍ନ ଦାବୀ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ରାଇରଙ୍ଗପୁର : ବିଭିନ୍ନ ଦାବୀ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା କରି ଶହ ଶହ ଅଙ୍ଗନବାଡ଼ି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଗୋଲେଇ, ବିଜୁ ପଟ୍ଟନାୟକ ଛକ ଡାକ୍ତରଖାନା ଛକ, ବସ ଷ୍ଟାଣ୍ଡ, କୋର୍ଟ ଦେଇ ବାମାନଘାଟି ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Read More...

ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା : ୮ ଦଫା ଦାବୀ ପ୍ରଦାନ

ରାଇରଙ୍ଗପୁର : ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାରକର୍ସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୂର ସଙ୍ଘ ତରଫରୁ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଠ ଦଫା ଦାବୀ ନେଇ ରାଇରଙ୍ଗପୁର ଏକଜୁଟ ହେଲେ ବାମାନଘାଟି ଉପଖଣ୍ଡ ଓ ପାଞ୍ଚପିଢ଼ ଉପଖଣ୍ଡର ତେର ଶହ ଅଙ୍ଗନବାଡି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ରାଇରଙ୍ଗପୁର : ବାଇକ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଜାମାଦା ଝାଉଁରିପୋଷି ଗ୍ରାମର ଅଜୟ ମଣ୍ଡଳ ବୋଲି ଜଣାପଡ଼ିଛି ପ୍ରକାଶ ଯେ, ଗୁରୁବାର ସକାଳୁ ଅଜୟ ଜଙ୍ଗଲ ପାଖ ରାସ୍ତାରେ ଛିଡା ହୋଇଥିଲେ । ଏହି ସମୟରେ ଦୃତ ଗତିରେ ଯାଉଥିବା ଏକ ବାଇକ
Read More...