Browsing Tag

balangir news

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି ।…
Read More...

ଏଏଚ୍‌ଏସଇ – ୨୦୨୫ ଫଳାଫଳରେ ଜେ.ଏସ.ଏମ୍ କଲେଜ୍ କଳା ଓ ବାଣିଜ୍ୟର ଶତପ୍ରତିଶତ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେ.ଏସ.ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି…
Read More...

ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆରଟି ତରଫରୁ ୨୦୨୨-୨୩ ବର୍ଷ ପାଇଁ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ମେଧାବୃତ୍ତି ଘୋଷଣା କରାଯାଇଛି । ଏହି ବର୍ଷ ସକାଶେ ଲୋକନୃତ୍ୟ ମେଧାବୃତ୍ତିରେ ରୋଜିତା ବାଗଙ୍କ ମନୋନିତ ହୋଇଛନ୍ତି । ରୋଜିତା…
Read More...

ବଲାଙ୍ଗିର ଜିଲ୍ଲାରେ ଫୁଟବଲ ପ୍ରଶିକ୍ଷଣ ଶିବିର ଓ ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆନ୍ତ ଜିଲ୍ଲା ସିଏମ୍‌ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲ୍ଲା ପାଇଁ ଫୁଟବଲ ପ୍ରଶିକ୍ଷଣ ଶିବର ଓ ଚୟନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଚୟନ ହୋଇଥିବା ୪୦ ଜଣ ଖେଳାଳି ଗାନ୍ଧୀ ଷ୍ଟଡିୟମ…
Read More...

ବଲାଙ୍ଗିର ଜିଲ୍ଲା ଜେଲ୍‌ରେ ଆରମ୍ଭ ହେଲା ୩ ଦିନିଆ ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ : ବନ୍ଦୀମାନେ ପାଉଛନ୍ତି ଆନ୍ତରିକ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଜେଲ୍‌ରେ ୩ ଦିନିଆ ଯୋଗ ଓ ଧ୍ୟାନ ଶିବିର ଆରମ୍ଭ ହୋଇଛି, ଯାହା ୨୧ ମଇରୁ ୨୩ ମଇ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି କର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜେଲ୍‌ରେ ଥିବା ବନ୍ଦୀମାନେ ମଧ୍ୟରେ ଶାନ୍ତି,…
Read More...

ମ୍ୟାଟ୍ରିକ୍‌ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମ୍ୟାଟ୍ରିକ ପରୀକ୍ଷାରେ ବଲାଙ୍ଗିର ମୋଟ ୫୪୬ ମାର୍କ ରଖି ଏ-୧ ଗ୍ରେଡ଼୍‌ ହାସଲ କରିଥିବା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିରର ଛାତ୍ର ବିନାୟକ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପ୍ରତାପସାଗର ନିବାସୀ ତଥା ଅବସରପ୍ରାପ୍ତ…
Read More...

ପୁସ୍ତକ ‘କ୍ୱେଷ୍ଚନ ବ୍ୟାଙ୍କ ଅନ କ୍ରିମିନାଲ ଲ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର କନଫରେନ୍ସ ହଲଠାରେ ଗତ କାଲି ପୁସ୍ତକ ‘କୋଶ୍ଚିନ ବ୍ୟାଙ୍କ ଅନ କ୍ରମିନାଲ ଲ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ୍‌ ପବିତ୍ର ମୋହନ ସାମଲ, ସମ୍ମାନୀୟ ଅତିଥି ଫେମିଲି…
Read More...

ଏଆଇଟିୟୁସି ଓ ଏଆଇୟୁଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧିନ ଫେଡେରେସନ ଆହ୍ୱାନରେ ଦେଶ ବ୍ୟାପି ବିକ୍ଷୋଭ ଅବସରରେ ଆଜି ଏଆଇଟିୟୁସି ଓ ଏଆଇୟୁଟିୟୁସି ବଲାଙ୍ଗିର ଜିଲ୍ଲା ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରୁ ଏକ ର‍୍ୟାଲିରେ ଭାଗରଥି ଛକ ଦେଇ ଜିଲ୍ଲାପାଳଙ୍କ କାଯ୍ୟାଳୟ…
Read More...

ନିରାମୟ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜ : କର୍ମଚାରୀଙ୍କୁ କର୍ତ୍ତୃପକ୍ଷଙ୍କ ଆକଟ

ବଲାଙ୍ଗିର : ଭୀମଭାଇ ମେଡିକାଲ କଲେଜ ହସ୍ପିଟାଲରେ ଗାଡିଚୋରି ଭୟରେ କର୍ମଚାରୀମାନେ ଭିତରେ ଗାଡି ରଖୁଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଗାଡିକୁ ଜଗୁଛନ୍ତି । କେବଳ ଏତିକି ନୁହେଁ ଏବେ ଆଉ ଏକ ସଂଗୀନ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ…
Read More...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ ଖଇରକାଠ ଚାଲାଣ ହେଉଥିବା ବେଳେ ଗାଡିକୁ ଜବତ କରି ବନ ବିଭାଗକୁ ହନ୍ତାସ୍ତର କରିଛି ।…
Read More...