ରୋତ କଲେଜରେ ଏ.ବି.ଭି.ପି. ପ୍ରାର୍ଥୀଙ୍କ ବିପୁଳ ବିଜୟ
ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଛି । ଏହି ମହାବିଦ୍ୟାଳୟରେ ସମୁଦାୟ ପାଞ୍ଚଗୋଟି ପଦରେ ନିର୍ବାଚନ ପାଇଁ!-->…
Read More...
Read More...