pakka

ଡେଲାଙ୍ଗରେ ଆନ୍ତର୍ଜାତୀୟ ଥାଇବକ୍ସି କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସକାଳେ କଣାସ ରୋଡଠାରେ ଆନ୍ତର୍ଜାତୀୟ କ୍ରୀଡାବିତ ସରୋଜିନୀ ସୁନ୍ଦରାୟଙ୍କୁ ଶୁଭେଛା ଜଣାଇଛନ୍ତି ଡେଲାଙ୍ଗ ଅଞ୍ଚଳର ଜନସାଧରଣମାନେ, ପୂର୍ବତନ ପିଟିଏ ସଭାପତି ପରମାନନ୍ଦ ସାହୁ, ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ବଳବନ୍ତରାୟ, ସମାଜସେବୀ ରମାବଲ୍ଲଭ ମଙ୍ଗରାଜ, ରାଜେନ୍ଦ୍ର ଦାସ, ପ୍ରମୋଦ ପଣ୍ଡା, ବିଶ୍ଵନାଥ ପରିଡ଼ା, ମହତାବ ସ୍ପୋର୍ଟସ ଏକାଡେମୀ ଡେଲାଙ୍ଗର ଅଧ୍ୟକ୍ଷ ନଟବର ସେଠୀ, କ୍ରୀଡ଼ାବିତ୍ ମାନେ, ସମାଜସେବୀ ଦିଲ୍ଲିପ ଦାସ, ବ୍ଲକ୍ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ପୂର୍ବତନ ଛାତ୍ର ରଘୁନାଥ ମଲ୍ଲିକ ପ୍ରମୁଖ ସ୍ବାଗତ କରି ଡେଲାଙ୍ଗ ବଜାରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବଜାର ପରିକ୍ରମା କରି କ୍ରୀଡ଼ା ଓ ଆନ୍ତର୍ଜାତୀୟ କ୍ରୀଡବିତ୍ ସରୋଜିନୀ ସୁନ୍ଦରାୟକୁ ପ୍ରଶଂସା କରି ଏକାଡ଼େମୀର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

jay balangir
Leave A Reply

Your email address will not be published.

ten − six =