csstore

୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ବିଜେପୁର, (କେପିଏନ୍‌ଏସ୍‌) : ଆଜି ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କ କରକମଳରେ ସ୍ଥାନୀୟ ଜନ ପ୍ରତିନିଧି, ବିଜେପୁର ତହସିଲଦାର, ତହସିଲ କାର୍ଯ୍ୟାଳୟର କର୍ମଚାରୀ ତଥା ଜନସାଧାରଣଙ୍କ ଉପସ୍ଥିତିରେ କଳଙ୍ଗାଡେରା ମୌଜାର ୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ବିଜେପୁର ତହସିଲ ଅନ୍ତର୍ଗତ ତାଲପଦର୍ ଏବଂ ପଡା ପଞ୍ଚାୟତରେ ୨ଟି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.