Browsing Tag

bijepur news

ବିଶିଷ୍ଟ ସାହିତ୍ୟିକ ଅମୃତଲାଲ୍ ସାହୁଙ୍କର ‘ଅମୃତ ଗ୍ରନ୍ଥାବଳୀ’ ଉନ୍ମୋଚିତ

ବିଜେପୁର, (ପୁସ୍ତମ୍ ଯୁଆଡ଼ି) : ବିଶିଷ୍ଟ ସାହିତ୍ୟିକ, କଥାକାର, କବି ଅମୃତଲାଲ ସାହୁଙ୍କର ସ୍ୱରଚିତ ପଦ୍ୟ ସାହିତ୍ୟ ସଂଗ୍ରହ 'ଅମୃତ ଗ୍ରନ୍ଥାବଳୀ' ବିଜେପୁର ଅନ୍ତର୍ଗତ ପୁଖାମୁଣ୍ଡା ଷଣ୍ଢେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବେ ଉନ୍ମୋଚିତ ହୋଇଯାଇଛି । ଏହି ଗ୍ରନ୍ଥାବଳୀକୁ କବି
Read More...

ମାନସ କୁମାର ଷଡ଼ଙ୍ଗୀ ପାଇଲେ ରାଷ୍ଟ୍ରୀୟ କନିଷ୍ଠ ଗବେଷଣା ବୃତ୍ତି

ବିଜେପୁର, (ପୁସ୍ତମ୍ ଯୁଆଡି) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷର କନିଷ୍ଠ ଗବେଷଣା ବୃତ୍ତି ଓ ବରିଷ୍ଠ ଗବେଷଣା ବୃତ୍ତି ପାଇଁ ନିର୍ବାଚିତ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବରଗଡ ଜିଲ୍ଲା ବିଜେପୁର ମାଟିର ଆକାଶବାଣୀ
Read More...

କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରଠାରେ ଚାଲିଥିବା ୨୪ତମ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ଖେଳ ଭାଟିପଡ଼ା ଏବଂ ନାନଝେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାଟିପଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍‌ରେ ୬୩ ରନ୍‌ କରିଥିଲା । ଜବାବ୍‌ ରେ
Read More...

ନୂଆଁଖାଇ ପରମ୍ପରାରେ ସାମିଲ ହେଲେ ବିଜେପୁର ଥାନା ଅଧିକାରୀ

ବିଜେପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଘରେ ନୂଆଁ ଖାଇଲେ ବିଜେପୁର ଥାନା ଅଧିକାରୀ ସନୟ ନାୟକ ଓ ତାଙ୍କ ପରିବାର । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମସ୍ଥିତ ଶ୍ରୀମାନ ମିଶ୍ରଙ୍କ ବାସ ଭବନରେ ଅନୁଷ୍ଠିତ ନୂଆଁଖାଇ
Read More...

ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ଦନା କାଳାଂଶରେ ଦଶମାଇଲ ଶିଶୁ ମନ୍ଦିରର ଗୁରୁଜୀ ଚନ୍ଦ୍ରମଣି ସାହୁ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ଶୁଭ ମନାସି ଥିଲେ । ପ୍ରଶିକ୍ଷଣରେ
Read More...

୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ବିଜେପୁର, (କେପିଏନ୍‌ଏସ୍‌) : ଆଜି ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କ କରକମଳରେ ସ୍ଥାନୀୟ ଜନ ପ୍ରତିନିଧି, ବିଜେପୁର ତହସିଲଦାର, ତହସିଲ କାର୍ଯ୍ୟାଳୟର କର୍ମଚାରୀ ତଥା ଜନସାଧାରଣଙ୍କ ଉପସ୍ଥିତିରେ କଳଙ୍ଗାଡେରା ମୌଜାର ୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
Read More...

୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଓ ବାନ୍ଦୁପାଲି ଗ୍ରାମର ୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସରକାରଙ୍କ ବସୁନ୍ଧରା ଯୋଜନାରେ ସାମିଲ୍‌ ହୋଇ ଘରଡିହ ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ
Read More...

ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ବିଜେପୁର, (ନିରୋଜ କୁମାର ପାଣୀ) : ବିଜେପୁର୍ ବ୍ଳକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତ୍‌ସଙ୍ଗ୍ ମଣ୍ଡଳୀ ଓ ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ବିଜେପୁର ତହସିଲଦାର ଭାବେ ଯୋଗ ଦେଲେ ଯୁବ ଅଧିକାରୀ ଆର୍ତ୍ତତ୍ରାଣ ଥାଟ୍ଟି

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରର ନୂତନ ତହସିଲଦାର ଭାବେ ଯୋଗ ଦେଲେ ଯୁବ ଅଧିକାରୀ ଆର୍ତ୍ତତ୍ରାଣ ଥାଟ୍ଟି । ସୂଚନା ଅନୁସାରେ ସେ ଆଜି ବିଜେପୁର ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଥାଟ୍ଟି ଏହା ପୂର୍ବରୁ ବଲାଙ୍ଗିରରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ
Read More...

ବିଜେପୁରରେ ପନିପରିବା ଦର ଆକାଶ ଛୁଆଁ

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁରର ଦୈନିକ ବଜାର ବା ହଟଲିକୁ ସ୍ଥାନୀୟ ପ୍ରଶାସନ ସ୍ଥାନାନ୍ତରିତ କରିଦେଇ ଥିବାରୁ ଏବେ ପନିପରିବା ଦର ଅକାଶଛୁଆଁ ହୋଇଛି । ଶନିବାର ପରିବା ଦର ଟମାଟର ୫ ଟଙ୍କା ବଦଳରେ ୫୦ ଟଙ୍କା, ଫୁଲକୋବି ୫ ଟଙ୍କା ବଦଳରେ ୪୦ ଟଙ୍କା, ବନ୍ଧାକୋବି ୫ଟଙ୍କା ହେବା
Read More...
error: Content is protected !!