ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବିଜେପୁର, (କେପିଏନ୍ଏସ୍) : ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ଦନା କାଳାଂଶରେ ଦଶମାଇଲ ଶିଶୁ ମନ୍ଦିରର ଗୁରୁଜୀ ଚନ୍ଦ୍ରମଣି ସାହୁ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ଶୁଭ ମନାସି ଥିଲେ । ପ୍ରଶିକ୍ଷଣରେ!-->…
Read More...
Read More...