ଚୋରି ମୋବାଇଲ ଜବତ : ଅଭିଯୁକ୍ତ କୋର୍ଟ ଚାଲାଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଚୋରି ମାମଲାର ତଦନ୍ତ ସମୟରେ ପଦ୍ମପୁର ଉପଖଣ୍ଡ ପାଇକମାଲ ପୁଲିସ ଜଣେ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ମୋବାଇଲ ଫୋନ ଓ ଟ୍ୟାବ୍ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ପ୍ରାପ୍ତ!-->…
Read More...
Read More...