ବିଧାୟକ କଳିକେଶଙ୍କ ଦ୍ୱାରା ବଲାଙ୍ଗିର ସହରରେ ଟ୍ରାଫିକ ସେଡ଼୍ ଉଦଘାଟିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କଚେରୀ ଛକ ସ୍ଥିତ ଟ୍ରାଫିକ ପୋଷ୍ଟରେ ସ୍ଥାୟୀ ସେଡ ଉଦଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ବଲାଙ୍ଗିରର ପ୍ରତ୍ୟେକ ଟ୍ରାଫିକ ଛକରେ ଏହି ଟ୍ରାଫିକ ସେଡର ବ୍ୟବସ୍ଥା କରାଯାଇଛି ।!-->…
Read More...
Read More...