ମହାଦେବ ଆଉ ମା’ ପାର୍ବତୀଙ୍କ ବାହାଘର ପାଇଁ ପ୍ରସ୍ତୁତି
ବଲାଙ୍ଗିର, (କେପିଏନ୍ଏସ୍) : ଆଉ ଦୁଇ ଦିନ ପରେ ଦେବାଧିଦେବ ବାବା ମହାଦେବ ଆଉ ମା' ପାର୍ବତୀଙ୍କ ବାହାଘର । ଆଉ ଏଥିପାଇଁ ଏବେଠୁ ପ୍ରସ୍ତୁତି ଜୋର ସୋର ହେଲାଣି । ବଲାଙ୍ଗିର ରାଧାରାଣୀପଡ଼ାରେ ପ୍ରସ୍ତୁତି ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖର ବାବାଙ୍କ ବିବାହ ଉପଲକ୍ଷେ ମା'!-->…
Read More...
Read More...