କୁଚିଆ ମଦ ବେପାରୀ ଗିରଫ
ବେଲପଡ଼ା : ବେଲପଡା ପୁଲିସ ବୁଢ଼ାଭଟା ଗାଁର ଜଣେ କୁଚିଆ ମଦ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁମଣି ବେହେରା । ଯଦୁମଣି ବେଆଇନ ଭାବରେ ନିଜ ଗାଁରେ ବିଦେଶୀ ମଦ ବିକ୍ରି କରୁଥିଲେ । ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ତାଙ୍କୁ ଗିରଫ କରିଥିଲା ।!-->…
Read More...
Read More...