Yearly Archives

2024

ସାଲେବରଟ ଗାଁ ସ୍ଥିତ ନୂତନ ଭବ୍ୟ ରାଧାକୃଷ୍ଣଙ୍କ ଭାଗବତ ମନ୍ଦିର ପ୍ରତିଷ୍ଠା : ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ଶତାଧିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତ ସାଲେବରଟ ଗାଁ ସ୍ଥିତ ନୂତନ ନିର୍ମାଣ ଭବ୍ୟ ରାଧାକୃଷ୍ଣଙ୍କ ଭାଗବତ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଶତାଧିକ ମହିଳା, ପୁରୁଷଙ୍କ ମଧ୍ୟରେ ଗାଁ ନିକଟରେ ବହି ଯାଇଥିବା ଉନ୍ଦେର ନଦୀ ଗର୍ଭରୁ…
Read More...

ବିଶ୍ୱ ସାମାଜିକ କାର୍ଯ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ତୃତୀୟ ମଙ୍ଗଳବାରରେ ସାରା ବିଶ୍ୱରେ ବିଶ୍ୱ ସାମାଜିକ କାର୍ଯ୍ୟ ଦିବସ ପାଳନ କରାଯାଏ ଏବଂ ମାର୍ଚ୍ଚ ମାସ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ସାମାଜିକ କର୍ମୀ ତଥା ସାମାଜିକ ସେବା କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ…
Read More...

ରାଜ୍ୟରେ ଲାଗି ରହିବ ଆହୁରି ୨୪ ଘଣ୍ଟା ବର୍ଷା : ମାର୍ଚ୍ଚ ୨୨ରୁ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର : ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଉଛି ।…
Read More...

ଟିଟିଲାଗଡ଼ ପୋଲିସ ଦ୍ୱାରା ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗାମୀ ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଶୃଙ୍ଖଳାର ସହିତ କିପରି ସମ୍ପନ୍ନ କରାଯିବ ସେ ନେଇ ଲୋକଙ୍କୁ ସଚେତନ କରାଇବା ନେଇ ଟିଟିଲାଗଡ଼ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି…
Read More...

ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ ବୋଲି କହିବା ସହ ଦେଶରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକ ହିଁ ସରକାର ଗଢିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ସେ ଆହୁରି…
Read More...

ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର, ୨ ଆହତ

ମୋହନଗିରି : ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣା ପଡିଛି । ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦେଢ଼ଶୁଲି ପଞ୍ଚାୟତର ସାରେଙ୍ଗପଡ଼ା, ପଟାଙ୍ଗି ଓ ତେନ୍ତୁଳିପଡ଼ା ଗାଁର…
Read More...

ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୪ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏହାର ରତ୍ନମଦ ସ୍ଥାପିତ ହୋଇଛି ।…
Read More...

ବିଜେପି ଯୁବନେତା ଉତ୍କଳ ପଟେଲଙ୍କ ଦେହାନ୍ତ : ମର ଶରୀରକୁ କାନ୍ଧ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ ପାଣୀ) : ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସାପଲହର ଗ୍ରାମର ଜଣେ ସକ୍ରିୟ ଯୁବନେତା ଉତ୍କଳ ପଟେଲଙ୍କ ୩୮ ବର୍ଷ ବୟସରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଯାଇଛି । ଆଜି ସକାଳେ ବରଗଡ଼ରୁ ମର ଶରୀର ପହଞ୍ଚିବା ପରେ…
Read More...

କଡ଼ା ସମାଲୋଚନା କଲେ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରଏନ୍‌ ସିଂହଦେଓ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମାଗଣା ଟି-ସର୍ଟ ବଂଟନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ବିଜେପିର ଛାମୁଆ କାର୍ଯ୍ୟକର୍ତ୍ତା ଗୋପାଳଜୀ ପାଣିଗ୍ରାହୀ । ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ…
Read More...

ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ନିର୍ବାଚନ ମାହୋଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ଜଣାପଡ଼ୁଛି ନିର୍ବାଚନ ମାହୋଲ୍‌ । ବଲାଙ୍ଗିର ସହରରେ ନିର୍ବାଚନୀ ଉଷ୍ମତାରେ ଆହୁରି ପ୍ରଖରତା ରହିଥିବା ବି ଅନୁମାନ ହେଉଛି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ସ୍ଥିତିକୁ ବଳିଷ୍ଠ…
Read More...