Yearly Archives

2024

୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । କିଛି ଦିନ ହେଲା ଖରା ହେଉଥିବା ବେଳେ ଖରାକୁ…
Read More...

ବିଶ୍ୱ ଘର ଚଟିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଏ । ସେମାନଙ୍କର ସ୍ୱର, ଚିତ୍କାର ଏବଂ ଗୀତ ସବୁ ସୁନ୍ଦର ଏବଂ ଚମତ୍କାର ଅଟେ । ଘର ଚଟିଆ ମଣିଷର ସର୍ବ ପୁରାତନ ସାଥୀମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କର ହ୍ରାସ ସଂଖ୍ୟା ହେଉଛି ଆମ…
Read More...

ଆନ୍ତର୍ଜାତୀୟ ଆନନ୍ଦ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ଆନନ୍ଦ ଦିବସ ଆମ ଜୀବନର ଚାଳକ ଶକ୍ତି । ଆମେ ଏକ ହଜାର ଭାବନା ସହିତ ପୁର୍ଣ୍ଣ, କିନ୍ତୁ ସେଗୁଡ଼ିକ ମଧ୍ୟରୁ, ସୁଖ ଏବଂ ଭରସା ହିଁ ଆମକୁ ଆଗାମୀ ଦିନକୁ ଅପେକ୍ଷା କରିବାରେ ସାହାର୍ଯ୍ୟ କରେ । ଆମେ କରୁଥିବା କାର୍ଯ୍ୟ ଗୁଡ଼ିକରେ ଆନନ୍ଦ…
Read More...

ଟ୍ୱିନ୍ସ୍‌ ସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର : ଟ୍ୱିନ୍ସ୍‌ ସିଟି କଟକ ଓ ଭୁବନେଶ୍ୱରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ମାରୁଛି । ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି । କଟକ ସହରର ବିଭିନ୍ନ ସ୍ଥାନ…
Read More...

ମାଲକାନଗିରି କାଲିମେଳା ପୋଲିସକୁ ସଫଳତା

ମାଲକାନଗିରି : ମାଲକାନଗିରି କାଲିମେଳା ପୋଲିସକୁ ମିଳିଛି ଏକ ବଡ ସଫଳତା । କାଲିମେଳା ପୋଲିସ ୭ କ୍ଵିଣ୍ଟାଲ ୭୫ କେ.ଜି. ଗଞ୍ଜେଇ ଜବତ କରିଥିବା ବେଳେ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ୨ ଅଭିଯୁକ୍ତ ସମ୍ପର୍କରେ ଦୁଇଭାଇ ହୋଇଥିବା ସୂଚନାରେ କୁହାଯାଇଛି । ବେଆଇନ…
Read More...

ବାଇକକୁ ଧକ୍କା ଦେଇ ଡିକିରୁ ବଙ୍ଗୋମୁଣ୍ଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟିନେଲେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରାଠାରେ ସ୍ପଷ୍ଟ ଦିବାଲୋକରେ ଅପରାହ୍ନ ସମୟରେ ଚଳନ୍ତା ବାଇକକୁ ଧକ୍କା ଦେଇ ବାଇକ୍‌ ଡିକି ଭାଙ୍ଗି ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବତ୍ତମାନେ ।…
Read More...

ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମୋହନ ପ୍ରଧାନୀଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣାଶୁଣା ବ୍ୟକ୍ତିତ୍ଵ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ମୋହନ ପ୍ରଧାନୀ (୭୦)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପ୍ରଧାନୀ କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ରହି ଚାକିରୀ କରୁଥିବା ପୁଅ ପାଖକୁ ଯାଇଥିଲେ । ସେଠାରେ ଗତ ସୋମବାର…
Read More...

ବାବେଜୁରୀରେ କଂଗ୍ରେସ ପକ୍ଷରୁ ବିରାଟ କର୍ମୀ ସମ୍ବିଳନୀ : ୫୫୦ ଜଣରୁ ଅଧିକ ନୂତନ କର୍ମୀ ଦଳରେ ସାମିଲ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତସ୍ତରୀୟ ଏକ ବିରାଟ କର୍ମୀ ସମ୍ମିଳନୀ ବାବେଜୁରୀ ଗ୍ରାମ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ…
Read More...

ମୁରିବାହାଲ ସରସ୍ୱତୀ ଶିଶୁ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଯୋଗେଶ୍ୱର ବିହାର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ସଭାଗୃହଠାରେ ମଙ୍ଗଳବାର ଦିନ ଶିଶୁ ମନ୍ଦିରର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । କମିଟିର ସଭାପତି…
Read More...

ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା

ଜି.ଉଦୟଗିରି : ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସହ ଦୁଇ ଜଣ ଗୁରୁତର । କନ୍ଧମାଳ ଜିଲ୍ଲା ମାଲାନସୁଗା ନିକଟରେ ଘଟିଛିଏହି ଦୁର୍ଘଟଣା । ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ…
Read More...