Yearly Archives

2024

ଟିଟିଲାଗଡ଼ରେ ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ଚଢ଼ାଉ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ : ବିଜେପି ଶିବିରରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରେ ରାଜନୀତି ଆହୁରି ସରଗରମ ହେବାରେ ଲାଗିଛି । ଏତିକି ବେଳେ ଆଜି ଅପରାହ୍ନରେ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ର ବାସିନ୍ଦା ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ହଠାତ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଶ୍ୟାମ ସେମାନଙ୍କୁ…
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ରାହୁଲ ଗାନ୍ଧୀ : ସିଧାସଳଖ ଟାର୍ଗେଟ୍‌ କଲେ ସରକାରଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳରେ ହଜାର ହଜାର ଲୋକଙ୍କୁ ନେଇ ଜନ ଆଶୀର୍ବାଦ ସଭାର ଆୟୋଜନ ହୋଇଥିବା ବେଳେ ଏଠାରେ କଂଗ୍ରେସ ଦଳର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ଯୋଗଦାନ କରି ସିଧାସଳଖ ବିଜେପି ସରକାର ଉପରେ ନିର୍ଧୁମ୍‌ ବର୍ଷିଛନ୍ତି । ବିଜେପି…
Read More...

ରାଉରକେଲା ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ଆସି ସେକ୍ଟର-୧୩ ନମ୍ବର ମେଳନ ପଡିଆରେ ଉଦ୍‌ବୋଧନ ଦେଇଥିଲେ । ଏହି ନିର୍ବାଚନ ସଭାରେ ସୁନ୍ଦରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ସମେତ ରାଉରକେଲା…
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସରୋଜଙ୍କ ପ୍ରଚାର୍‌ ଆହୁରି ଜୋର୍‌ ଧରୁଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଏନ୍‌ଏସିର ୨୫ ଜଣ ଯୁବକ ଆଜି ବିଜୁ ଜନତା ଦଳରେ ସାମିଲ୍‌ ହୋଇଥିବା ବେଳେ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଏବଂ ସରୋଜ…
Read More...

ବିରୋଧୀଙ୍କ ଉପରେ ବର୍ଷିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶିଖରରେ ପହଂଚିଛି । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ନିଜ ନିର୍ବାଚନୀ ପ୍ରଚାରକୁ ଆହୁରି ଜୋର୍‌ ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ…
Read More...

୩୦ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ବାଉଁଶୁଣି : ବାଉଁଶୁଣି ପୁଲିସ ଆଜି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ଵୟ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା ଏବଂ ବହିରା ଗ୍ରାମର ପ୍ରକାଶ କଲତା । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବାଉଁଶୁଣି ଥାନାଧିକାରୀ ଅଞ୍ଜଳି ବିଶ୍ଵାଳ ତାଙ୍କ…
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଲକ୍ଷେଘର ଗଣ୍ଡାସମାଜର ନୂତନ କର୍ମକର୍ତ୍ତା ଚୟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲକ୍ଷେଘର ଗଣ୍ଡାସମାଜର ବ୍ଲକସ୍ତରୀୟ କମିଟି ନୂତନ ଭାବେ ଗଠନ କରଯାଇଛି । ବ୍ଲକ ସଭାପତି ଭାବେ ନିରାକାର ଛୁରାଙ୍କୁ ମନୋନୀତ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ହରିଶଙ୍କର ସ୍ଥିତ ଲିଚୁ ବଗିଚା ଠାରେ ଶତାଧିକ ଲୋକଙ୍କ…
Read More...

ଆସନ୍ତାକାଲିଠୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର : ଆସନ୍ତାକାଲିଠୁ ପୁଣି ବଢ଼ିବ ତାତି । ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି, କିନ୍ତୁ ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ଘଡ଼ଘଡ଼ି ଓ ପବନ ହୋଇପାରେ ବୋଲି…
Read More...

ଅଭାବ ଓ ଦାରିଦ୍ର୍ୟ ଭିତରେ ପଙ୍କରେ ଫୁଟିଛି ପଦ୍ମ : ଦଶମ ଶ୍ରେଣୀ ଛାତ୍ର ପିୟୁଷ ବରିହାଙ୍କ ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରତିକୂଳ ପରିସ୍ଥିତି ଯେ, ପଙ୍କରେ ପଦ୍ମର ସମ୍ଭାବନା ସୃଷ୍ଟି କରିପାରେ ତାହା କେବଳ ଆଜି ନୁହେଁ ଇତିହାସରୁ ହିଁ ପ୍ରମାଣ ମିଳେ । ଅଦମ୍ୟ ସାହସ, ଅହରହ ଉଦ୍ୟମ, ଅକ୍ଲାନ୍ତ ପରିଶ୍ରମ, ଅବିରତ ସଂଘର୍ଷ କେବଳ ଦାରିଦ୍ର୍ୟର ବେଢ଼ି ଭାଙ୍ଗି ସମସ୍ତ ଘାତ…
Read More...

ବଲାଙ୍ଗିର ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାର୍କଲ୍ୟାଣ୍ଡ ହୋଟେଲ ଠାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ପିତାମ୍ବର ଖମାରିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବଲାଙ୍ଗିର ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ,…
Read More...