ଛତ୍ରପୁର ନିକଟସ୍ଥ ବଣବୁଲ୍ଲାପଲ୍ଲୀରେ ଦାସୁଡୁ ଗୁରୁ ସତ୍ୟମ୍ଙ୍କ କୋହଲା ନୃତ୍ୟ ପ୍ରଦର୍ଶନ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ବଣବୁଲ୍ଲାପଲ୍ଲୀ ଗ୍ରାମରେ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ସମାହିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ!-->…
Read More...
Read More...