Yearly Archives

2024

ଦଶମ ଶ୍ରେଣୀରେ ଟିଟିଲାଗଡ଼ର ଝିଅ ଲିପ୍ସାଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଦଶମ ଶ୍ରେଣୀରେ ଏ୧ ଗ୍ରେଡ୍ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଲିପ୍ସା ସାହୁ । ଟିଟିଲାଗଡ଼ ବ୍ଲକ୍ ତଥା ଟିଟିଲାଗଡ଼ ସହରରେ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ଜଣେ ମାତ୍ର ଲିପ୍ସା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ପୂର୍ଣ୍ଣ…
Read More...

ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ମିଳିତ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଆନ୍ତର୍ଜାତୀୟ ଦିବସ'ରେ ଆମେ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ସେମାନଙ୍କର ଅସାଧାରଣ ଅବଦାନକୁ ସମ୍ମାନିତ କରୁଛୁ । ୧୯୪୮ ପରଠାରୁ, ଦୁଇ ଲକ୍ଷରୁ ଅଧିକ ଶାନ୍ତି ରକ୍ଷାକାରୀ ୭୧ଟି ମିଶନରେ…
Read More...

ଧରଣୀ ମହୋତ୍ସବ ପୋଢମରା ଯାତ୍ରା ପାଇଁ ଉତ୍ସବମୁଖର ବଡଗମଡା ଗାଁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଆଦିବାସୀ ବହୁଳ ବେଲପଡା ପଞ୍ଚାୟତ ବଡଗମଡା ଗ୍ରାମରେ ଧରଣୀ ମହୋତ୍ସବ ତଥା ପୋଢମରା ଯାତ୍ରା ତିନିଦିନ ବ୍ୟାପୀ ପାଳିତ ହୋଇଛି । ଏଥି ପାଇଁ ଗାଁରେ ବର୍ତ୍ତମାନ ଉତ୍ସବ ମୁଖର ହୋଇ ପଡିଛି । କନ୍ଧ ସମ୍ପ୍ରଦାୟର…
Read More...

ଦେଶୀ ମଦ ଜବତ : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଝାଡ଼ଖଣ୍ଡରୁ ରାଉରକେଲାକୁ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସ ଗିରଫ କରିଥିଲା । ଏହି ଘଟଣାକୁ ୫ ଦିନ ବିତିନି, ଆଜି ପୁଣି ଜଣେ ମଦ ମାଫିଆକୁ ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମାଫିଆଠାରୁ ଦେଶୀ ମଦ କିଣି ସହରରେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୯ ଜଣ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲ୍ଲା ତଥା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବସ୍‌ ଏକ ଟ୍ରକ୍‌ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ବସ୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଏହି…
Read More...

ମହାତ୍ମା ଗାନ୍ଧୀ କଲେଜର ଛାତ୍ରଛାତ୍ରୀ ଜିଲ୍ଲା ଟପ୍ପର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆଳ ଠାରେ ଥିବା ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜର ସଫଳତା, ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ମହାତ୍ମା ଗାନ୍ଧୀ କଲେଜର ୯୫% ପିଲା ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ…
Read More...

ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ

ଭୁବନେଶ୍ୱର : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ପ୍ରବଳ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ ।…
Read More...

ବୋଡ଼େନ ବ୍ଲକକୁ ଫେରିଲା ଦାଦନ ଝିଅର ଶବ

ନୂଆପଡା, (ନିରାକାର ମେହେର) : ଆମ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ । କିନ୍ତୁ ବର୍ତ୍ତମାନ୍ ମଧ୍ୟ ଆମେ ନିଜ ହକ୍‌ ଅଧିକାର ମୌଳିକ ଅଧିକାରରୁ ବଞ୍ଚିତ । ଏହାର ଦୋଷୀ କିଏ ଉତ୍ତର ଦାୟୀ କିଏ ? ଓଡିଶାରେ ଦାଦନ ସମସ୍ୟାର ସମାଧାନ କେବେ ହେବ ବର୍ଷକୁ ସହ ସହ ସବ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛି…
Read More...

ଜିଙ୍କ ସମୃଦ୍ଧ ବାୟୋଫୋର୍ଟିଫାଏଡ ଧାନ ସଶ୍ୟକାଟ ପରୀକ୍ଷଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଝୁଲପିଆପାଲି, ମହଦା ଏବଂ ଅଇଁଠାପାଲି ଗ୍ରାମରେ ହାରଭେଷ୍ଟପ୍ଲସ ତରଫରୁ ଜିଙ୍କ ସମୃଦ୍ଧ ଧାନ ଶସ୍ୟକାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଙ୍କ ସମୃଦ୍ଧ ଧାନ…
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ଶ୍ରଦ୍ଧା ଅନୁଷ୍ଠାନ, ଆଶାଦୀପ ଅନୁଷ୍ଠାନ, ମାନବ ସେବା ପ୍ରତିଷ୍ଠାନ ଅନୁଷ୍ଠାନ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଗଲା…
Read More...