Yearly Archives

2023

ନୋଟ୍‌ ବଦଳାଇବାକୁ ଆଇଡି ଦରକାର ନାହିଁ : ଏସ୍‌ବିଆଇ

ନୂଆଦିଲ୍ଲୀ : ୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏସ୍‌ବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି । ସବୁ ସର୍କଲ ଓ ଲୋକାଲ୍‌ ଅଫିସ ପାଇଁ ସିଜିଏମ୍‌ଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିବା ବେଳେ ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ୨ ହଜାର ଟଙ୍କିଆ ନୋଟ୍‌ ବଦଳ ପାଇଁ ରିକ୍ୟୁଜିସନ ସ୍ଲିପ କିମ୍ବା
Read More...

ସଂକୀର୍ତ୍ତନରେ ବିଶୃଙ୍ଖଳ ଆଚରଣକୁ ନିନ୍ଦା

ସମ୍ବଲପୁର, (ନିରୋଜ କୁମାର ପାଣୀ) : ନିକଟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବିଜାଗୁଡା ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ହୁତମା ଓ ପଣ୍ଡକିଟାଲ କୀର୍ତ୍ତନ ଦଳର ବୈଠକି ଚାଲୁଥିବା ବେଳେ ପରସ୍ପର ମଧ୍ୟରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ମାଡପିଟ ଘଟଣାକୁ ପଶ୍ଚିମ ଓଡିଶା
Read More...

ତହଁକ ପତ୍ରିକା ଉନ୍ମୋଚନ ଓ ନାରୀ ପ୍ରତିଭା ସମ୍ମାନ – ୨୦୨୩ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ତହଁକ କୁଟୁମ ତରଫରୁ ତହଁକ ପତ୍ରିକା ଉନ୍ମୋଚନ ଓ ନାରୀ ପ୍ରତିଭା ସମ୍ମାନ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଆୟୋଜିତ ହୋଇଥିବା ପ୍ରଥମ ଅଧିବେଶନରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବରେ, ମୁଖ୍ୟ ବକ୍ତା
Read More...

ଦ୍ଵିତୀୟ ଆଭାସି ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଦ୍ଵିତୀୟ ଅଠାରି ଆଭାସି କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କବୟିତ୍ରୀ ବବିତା ନାୟକ ସ୍ୱାଗତ ସଂଗୀତ ପରିବେଷଣ
Read More...

ଯୁବ କୁଲୁତା ସମାଜ ତରଫରୁ ଭୀମପାହାଡ ମହୋତ୍ସବରେ ଅନ୍ନ ପ୍ରସାଦ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମପାହାଡ ମହୋତ୍ସବରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଦେଷ୍ଟା ଶ୍ରୀମନ୍ତ
Read More...

ମହିଳାଙ୍କ ନ୍ୟାୟ ପାଇଁ ଆସନ୍ତା ଜୁନ୍‌ ୨୨ରେ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ : ପଶ୍ଚିମ ଓଡିଶା ମହିଳା ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଦଳିତ ମହିଳାମାନଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଉଛି । ହେଲେ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ମିଳିବା ତ ଦୂରର କଥା ନ୍ୟାୟ ପାଇଁ ଅନେକ ପୀଡିତାଙ୍କ ପରିବାର ବିଭିନ୍ନ ଜାଗାକୁ ଯାଇ ଯାଇ ନୟନ୍ତ ହୋଇ ଗଲେଣି । ତେବେ ଏହାକୁ ନେଇ ଆଜି ସ୍ଥାନୀୟ
Read More...

ଟିଟିଲାଗଡ ଦେଇ ଯାଉଥିବା ଦୁର୍ଗ-ପୁରୀ ଏକ୍ସପ୍ରେସରେ ଜବର ଭିଡ : ମିଳୁନି ସିଟ୍‌, ସଂରକ୍ଷଣ ସିଟ୍‌ ରହୁଛି ୱେଟିଂ, ବଗି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଜଙ୍କସନ୍ ଉପରେ ଟିଟିଲାଗଡ ସହର ପାଖ ଗ୍ରାମାଞ୍ଚଳ ତଥା ପଡୋଶୀ ଜିଲ୍ଲାର ବହୁ ଯାତ୍ରୀ ଗମନାଗମନ କରିବା ପାଇଁ ନିର୍ଭର କରିଥାନ୍ତି । ଯେହେତୁ ଟିଟିଲାଗଡ ରେଳ ଜଙ୍କସନଠାରୁ ଦେଶର ସମସ୍ତ କୋଣକୁ ରେଳ ଯୋଗେ ପହଞ୍ଚି ହୁଏ, ସେଥିପାଇଁ ବହୁତ ଲୋକ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜୁନିୟର ଆସିଷ୍ଟାଣ୍ଟ ଗୋଲକ ବିହାରୀ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଗୋଲକ ବିହାରୀ ପୋଢ଼ । ସୂଚନା ଅନୁଯାୟୀ ଗୋଲକ ବିହାରୀ ପୋଢ଼ ତାଙ୍କ
Read More...

ମନିଗାଁ, ମହୁଲପଡା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ନାନାଝର ଖେଳ ପଡିଆରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ତଥା ଅଗ୍ରାଧିକାର ଦିଆନଯିବା ପ୍ରତିବାଦରେ ଏବେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସଦସ୍ୟମାନେ ସରକାରଙ୍କ ଆଖି ଖୋଲିବା ନିମନ୍ତେ ଏକଜୁଟ ହୋଇ ବିଭିନ୍ନ ପଞ୍ଚାୟତମାନଙ୍କରେ ବୈଠକ କରୁଛନ୍ତି । ଏହି ପରିପ୍ରେକ୍ଷୀରେ
Read More...

ପଣ୍ଡରା ସମାଜର ବାର୍ଷିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମରେ ପଣ୍ଡରା ସମାଜର ଏକ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଗୋବିନ୍ଦ ଦିଶ୍ରୀ ସଭାପତିତ୍ୱ କରିଥିଲେ । ଏହି ସଭାରେ ସମାଜର ଆର୍ଥିକ ଉନ୍ନତି ଓ ସାମାଜିକ
Read More...