ବଢ଼ିବ ଯୁକ୍ତ ଦୁଇ ସିଟ୍ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମୀଳା ମଲ୍ଲିକ
ଭୁବନେଶ୍ୱର, (କେପିଏନ୍ଏସ୍) : ଆବଶ୍ୟକ ହେଲେ ରାଜ୍ୟରେ ବଢ଼ିବ +୨ ସିଟ୍ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମୀଳା ମଲ୍ଲିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସିଟ୍ ବଢ଼ିବ । କୋଭିଡ!-->…
Read More...
Read More...