Yearly Archives

2023

ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଦେଉଳଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୁଡଭେଲା ବ୍ଲକ୍‌ର ପୂର୍ବତନ ସ୍କୁଲ ନିରୀକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କୁ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ତରଫରୁ ବୁଧବାର ପୂର୍ବାହ୍ନରେ ବିଦ୍ୟାଳୟ
Read More...

ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଦାୟିତ୍ୱ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶିର ପରିମାଣ ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଭୁବନେଶ୍ୱର : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ
Read More...

ଆର ପାରିରେ ପୃଥ୍ୱୀରାଜ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କଲ୍ୟାଣ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗାରୋହଣ କଲେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍‌ ତଥା ଐତିହାସିକ ପୃଥ୍ୱୀରାଜ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କଲ୍ୟାଣ ମିଶ୍ର । ସେ ଜଣେ ଛାତ୍ର ବତ୍ସଳ, ମେଳାପୀ ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ନିଧନ ଖବର ପାଇ ସାରା
Read More...

ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ମହାଆଡମ୍ବରରେ ଏକ ଶୁଭ କାର୍ଯ୍ୟ ସମ୍ପାଦନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଗୋଟିଏ ଦିନର ଶ୍ରମଦାନ କରି ଭିତ୍ତିପ୍ରସ୍ତର
Read More...

ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଦିନ ୧୧ ଟାରେ ରେଜଲ୍ଟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଛାତ୍ରଛାତ୍ରୀ ୱେବସାଇଟରେ ସେମାନଙ୍କ ରେଜଲ୍ଟ
Read More...

ଲୋପ ପାଇବାକୁ ଯାଉଛି ରାମିୟା ପୋଖରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡରେ ରହିଥିବା ରମିୟା ପୋଖରୀ ବା ଡାକ୍ତରବନ୍ଧ ଏବେ ଲୋପ ପାଇବାକୁ ବସିଛି । ଜନସାଧାରଣଙ୍କ ମତରେ ରାମିୟା ପୋଖରୀରେ ସ୍ନାନ କଲେ ରୋଗ ଭଲ ହୋଇଯାଏ ସେଥିପାଇଁ ଉକ୍ତ ପୋଖରୀକୁ ଡାକ୍ତରବନ୍ଧ ବୋଲି କହନ୍ତି । ଶହ
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ତିନି ପଞ୍ଚାୟତବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଗତକାଲି କ୍ୟାବିନେଟ ବୈଠକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗଞ୍ଜାମ ବ୍ଲକର ତିନି ପଞ୍ଚାୟତ ତଥା ଖଣ୍ଡଦେଉଳି, ପୋଇରାଶି ଏବଂ ପାଲଙ୍ଗ ପଂଚାୟତରେ ସ୍ଥାନ ଦେବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ଏହି
Read More...

ସାନଆର୍ଯ୍ୟପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀ ଯାତ୍ରା ଉତ୍ସବମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ଆଜକୁ ୩ ଦିନ ହେଲା ଉତ୍ସବମୁଖର ହୋଇଉଠିଛି । ବୁଧବାର ଦିବା ୧୦ ଘଣ୍ଟା ସମୟରୁ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ
Read More...

ଏସ୍‌ଏଚ୍‌ଜି ଗ୍ରୁପର ଷ୍ଟଲରେ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଚୋରି, ଡକାୟତି ଲୁଟ୍‌ତରାଜ ବଢି ଚାଲିଥିବା ବେଳେ ପୁଣି ଗତକାଲି ରାତିରେ ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଏସ୍‌ଏଚ୍‌ଜି ଗୃପର ଷ୍ଟଲରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।
Read More...

ଛତ୍ରପୁର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଯଜ୍ଞାନୁଷ୍ଠାନ ଉତ୍ସବମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂତନ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା ଉତ୍ସବ ବିଧିବଦ୍ଧ ଭାବେ ଷୋଡ଼ଶ ଉପଚାର ସହ ବୈଦିକ ରୀତିନୀତିରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଯାଇଛି । ନୂତନ ବିଗ୍ରହଙ୍କ ସଂସ୍କାର ଓ
Read More...