ଏସ୍‌ଏଚ୍‌ଜି ଗ୍ରୁପର ଷ୍ଟଲରେ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଚୋରି, ଡକାୟତି ଲୁଟ୍‌ତରାଜ ବଢି ଚାଲିଥିବା ବେଳେ ପୁଣି ଗତକାଲି ରାତିରେ ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଏସ୍‌ଏଚ୍‌ଜି ଗୃପର ଷ୍ଟଲରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

Leave A Reply

Your email address will not be published.

three × 4 =