Monthly Archives

February 2023

ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଓ ନିର୍ବାଚନୀ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶାର ସମସ୍ତ ତିନି ଗୋଟି ସରକାରୀ ଆୟୁର୍ବେଦ
Read More...

ମୋହନଗିରି ସିଆର୍‌ପିଏଫ୍ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଧୀନସ୍ଥ ଉପାନ୍ତ ଆଦିବାସୀ ମାଓ ପ୍ରବଣ ଅଞ୍ଚଳରେ ସିଆର୍‌ପିଏଫ୍ ସି/୬୪ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ଵୟ ରଖିବା ପାଇଁ ଦେଢ଼ସୁଳି ଗ୍ରାମ ପଞ୍ଚାୟତର ଚାରି ଗୋଟି ଗ୍ରାମ ଜାମୁଲି, ପଟାଙ୍ଗି, ବାଗବିଲା ଓ
Read More...

କୁତୁର୍ଲା, ବଡବନ୍ଧ ପଞ୍ଚାୟତର ଗାଁ ବୁଲିଲେ ନରସିଂହ

ରାସ୍ତା, ପାଣି, ବିଜୁଳି ଓ ଭତ୍ତା ର ଅଭିଯୋଗ ଶୁଣାଣିରେ ପ୍ରାଥମିକତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ସ୍ଥିତ କୁତୁର୍ଲା ଓ ବଡବନ୍ଧ ପଞ୍ଚାୟତର ମୁରସିଂ, କରୁଆଁଝର ଆଦି ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା
Read More...

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ରାଜ୍ୟ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
Read More...

ଫେବୃୟାରୀ ୫ରୁ ୮ ଗାନ୍ଧୀ ଷ୍ଟାଡିୟମରେ ହେବ ଓଡିଶା ବନାମ ମେଘାଳୟ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆଗାମୀ ୫ ତାରିଖରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ୨୫ ବର୍ଷ ବର୍ଗ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ଆହୂତ ହେବ । ପ୍ରସଙ୍ଗରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ
Read More...

୨୬ତମ ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ପୌରାଞ୍ଚଳ ଯାଦବ ମହାସଭା ତରଫରୁ ୨୬ତମ ଦୋଳ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସାଂସ୍କୃତିକ କମିଟିର ଆବାହକ କ୍ରମେ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଚ୍ଚ ୭ରେ ହେବାକୁ ଥିବା ଦୋଳ ମହୋତ୍ସବରେ
Read More...

ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ମାଲକାନଗିରି/ଚିତ୍ରକୋଣ୍ଡା : ଖାଲରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଢେପ ସାହିର ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ
Read More...

ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହେଲେ ସଫଳ ଜୁଡୋ ପ୍ରତିଯୋଗୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ଟିଟିଲାଗଡ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ସଫଳ ଯୁଡୋ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଟିଟିଲାଗଡ ଓମ୍‌ ଭେଲି ସ୍କୁଲର ଛାତ୍ରୀ ଦିବ୍ୟା କମାନି, କ୍ୟାଡେଟ ବିଭାଗର, ଜୀ ବଂଶିକା, ସ୍ଵର୍ଣ୍ଣ ପଦକ, ନମ୍ରତା
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା
Read More...

କଡା ସୁରକ୍ଷା ବଳରେ ସେଜି ସିଂ ସାଲୁଜାଙ୍କୁ କୋର୍ଟ ଫରୱାର୍ଡ

ବେଲପଡା, (ଭୋଜରାଜ ଦଣ୍ଡସେନା) : କଡା ସୁରକ୍ଷା ବଳରେ ସେଜି ସିଂ ସାଲୁଜାଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ବେଲପଡା ପୋଲିସ କଣ୍ଟାବାଞ୍ଜି ସ୍ଥିତ ଆଲିସାନ ସିନେମା ହଲରୁ
Read More...