Monthly Archives

February 2023

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୀଳମାଧବ ଭୋଇଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ନୀଳମାଧବ ଭୋଇଙ୍କୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଶ୍ରୀ ଭୋଇ ଆଜି ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଭୋଇ ଜଣେ ନିଷ୍ଠାପର,
Read More...

ଶିକାଛିଡା ରାସ୍ତାରେ ବାଇକକୁ ଧକ୍କା ଦେଲା କାର, ୩ ଜଣ ଗୁରୁତର ଭାବେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଶିକାଛିଡା ଠାରେ ଏକ କାର ସାମ୍ନା ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକରେ ଥିବା ତିନି ଜଣ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ମା’ରାମଚଣ୍ଡୀଙ୍କ ପୀଠରେ ଯଜ୍ଞାନୁଷ୍ଠାନ କର୍ମାରମ୍ଭ ପାଇଁ ପ୍ରସ୍ତୁତି : ୫୦ ହଜାର ଲିଟର ପରିମିତ ପାଣିଟାଙ୍କି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ଅର୍ଥାତ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତ ମା' ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ । ଏବେ ରାମଚଣ୍ଡୀଙ୍କ ପୀଠରେ ଗହଳ ଚହଳ ଆରମ୍ଭ ହୋଇଛି । ଏହି ମନ୍ଦିର ପୁନଃ-ପ୍ରତିଷ୍ଠା ନିମନ୍ତେ
Read More...

ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ମଧୁର ଜଳ “ତାମ୍ପରା” ଠାରେ ଏକ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫେବୃଆରୀ ୨ତାରିଖ ଦିନଟିକୁ ବିଶ୍ୱ ଆଦ୍ରଭୂମି ଦିବସ ରୂପେ ସରକାରୀ ଭାବେ ପାଳନ କରାଯାଉଛି । ଏହି ଅବସରରେ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ଭାବେ ସ୍ଥାନୀତ ଆଦ୍ରଭୂମି ପ୍ରକୃତିର ଅନବୈଦ୍ୟ ସବୁଜିମାସ୍ଥଳ, ମଧୁରଜଳ ହ୍ରଦ "ତାମ୍ପରା"
Read More...

ଶାନ୍ତିପଡ଼ାରେ ଘରେ ପଶି ନୃଶଂସ ଆକ୍ରମଣ କରିଥିବା ଯୁବକଙ୍କୁ ଧରିଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୧ ତାରିଖ ଦିନ ଶାନ୍ତିପଡ଼ା ପଂଜାବୀ ଗଳି ନିବାସୀ ସୁଶୀଲ ମେହେରଙ୍କ ଘରେ ପଶି ଜଣେ ଦେଢ଼ ବର୍ଷର ଶିଶୁ କନ୍ୟା ସହ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ କାବୁ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଟାଉନ୍‌
Read More...

ରକ୍ଷକ ବିରଂଚି ଦାଶ ପାଇଲେ ଗୁଡ଼ ସମରିଟାନ ଆୱାର୍ଡ଼

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନିବାସୀ ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିମାନଙ୍କୁ ସୁବର୍ଣ୍ଣ ସମୟ ମଧ୍ୟରେ ଦୁର୍ଘଟଣା ସ୍ଥଳରୁ ନିକଟସ୍ଥ ଡାକ୍ତରଖାନାକୁ
Read More...

ବରକେରାରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ
Read More...

ଶଶୀଭୂଷଣ ପୁରୋହିତଙ୍କ ଅର୍ଦ୍ଧାଙ୍ଗିନୀ ଧର୍ମପରାୟଣା ଅନୁସୟା ପୁରୋହିତଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭଗବତୀନଗର ନିବାସୀ ଆର୍‌ଏସ୍‌ଏସ୍‌ର ନୈଷ୍ଠିକ ସଦସ୍ୟ, ବଲାଙ୍ଗିର ଦିବ୍ୟଜୀବନ ସଂଘର ପୂର୍ବତନ ସଭାପତି, ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି,
Read More...

୫ମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଅନ୍ତର୍ଗତ ଗୋଇବାହାଲିଠାରେ ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ପଲସଦା, କେର୍ମେଲାବାହାଲ, ଭେଙ୍ଗରାଜପୁର ତଥା ପଡୋଶୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ସାଂସ୍କୃତିକ ଶୋଭାଯାତ୍ରା
Read More...

ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ୧୩ ତାରିଖରେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୦ତାରିଖରେ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର
Read More...