Monthly Archives

February 2023

ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା – ୨୦୨୩ ଉଦ୍‌ଘାଟିତ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା - ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜ୍ଜିତ ହୋଇ କଳାକାରମାନେ ସକିର୍ତ୍ତନ, ଦୁଲୁ
Read More...

ରାଜବୋଡାସମ୍ବର ଧନୁଯାତ୍ରା : ଶ୍ରୀକୃଷ୍ଣ ଜନ୍ମ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଗୋଇବାହାଲିଠାରେ ଅନୁଷ୍ଠିତ ହେଉଥିବା ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବା ୨ୟ ସଂଧ୍ୟାରେ ଦେବକୀ -ବସୁଦେବଙ୍କ ବିବାହ, କଂସଙ୍କୁ ବୈବବାଣୀ, କୃଷ୍ଣ ଜନ୍ମ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ଦରବାରରେ ଅତିଥି ଭାବରେ ଶିକ୍ଷକ ଗୋବିନ୍ଦ ଅଜଗର,
Read More...

ପୁସ୍ତକ ମେଳାର ଦ୍ୱିତୀୟ ଦିବସ

ଉତ୍କଳ ଗୀତିକବି ସମାଜର ସାହିତ୍ୟ ସଂଧ୍ୟା ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୨୮ତମ ପୁସ୍ତକ ମେଳାର ଦ୍ୱିତୀୟ ସଂଧ୍ୟାରେ ଉତ୍କଳ ଗୀତିକବି ସମାଜର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ଏବେବି ବଞ୍ଚିଛି ମାନବିକତା : ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭୁବନେଶ୍ୱର ଠାରୁ ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଖମ୍ବେଶ୍ଵରୀ ଘରୋଇ ବସରେ ବୁଧୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ବସରେ ଯାଉଥିବା ଜଣେ ମହିଳାଙ୍କ ହଠାତ ମୃତ୍ୟୁ ହୋଇଯିବା ଫଳରେ ବସରେ ଯାଉଥିବା ଯାତ୍ରୀ ମାନେ
Read More...

ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର

ପୋଲିସ ଦ୍ୱାରା ଦୁଇ ଗିରଫ, ଶ୍ରମିକ ଉଦ୍ଧାର ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସଇଁତଲା ବ୍ଲକ କେରମେଲି ପଂଚାୟତ ଅର୍ନ୍ତଗତ ଆଦିବାସୀପଡ଼ାର ଦୁଇଜଣ ଶିଶୁ ସମେତ ପରିବାରର ୭ ଜଣ ହାଇଦ୍ରାବାଦର
Read More...

୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ବିଶ୍ୱବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷାଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ଶେଷ ହେବସବୁ class room, smart class ହେବଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) :
Read More...

ପଦୋନ୍ନତି ଅଦାଲତରେ ଦ୍ୱିତୀୟ ଦିନର ଶୁଣାଣି ଅନୁଷ୍ଠିତ

ଆଜିକୁ ମିଶାଇ ୮୧୮ଟି ଅଭିଯୋଗର ଶୁଣାଣି ଓ ୬୪୮ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ଆଜି ଦ୍ୱିତୀୟ ଦିନରେ ୪୮୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ୩୪୦ଟି
Read More...

ଫେଲ ମାରୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ତରୁଣ ଭୁଏ, ଜାନୀ ବରିହାଙ୍କ ଭଳି ଗରିବଙ୍କ ଉପରେ କେବେ ପଡିବ ସରକାରଙ୍କ…

ପାଟଣାଗଡ, (କେପିଏନ୍‌ଏସ୍‌) : ଫେଲ୍‌ ମାରୁଛି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତରୁଣ ଭୁଏ, ଦୀନ ବରହାଙ୍କ ଭଳି ଗରିବଙ୍କ ଉପରେ କେବେ ପଡିବ ସରକାରଙ୍କ ଆଖି ସଧାରଣରେ ପ୍ରଶ୍ନ ଉଠୁଛି । ତରୁଣ ଭୁଏ ଓ ଦୀନ ବରିହା ପାଟଣାଗଡ ବ୍ଲକ ଅନ୍ତର୍ଗତ ଲରମ୍ଭା ଗ୍ରାମ ପଞ୍ଚାୟତର କୁତୁର୍ଲା ଗାଁର
Read More...

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଂଚାୟତ ପେଣ୍ଡରାମାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାମଯଜ୍ଞ ପ୍ରହରୀଟି ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବାବେଳେ ବସନ୍ତ କୁମାର ଭୋଇ ଓ ତାଙ୍କ ଧର୍ମ
Read More...

ଦ୍ୱିତୀୟ ଦିବସରେ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡ଼ିୟମରେ ତୃତୀୟ ବର୍ଷ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିବସରେ ବଣିକ ସଂଘ ସଭାପତି ତରୁଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ବିଶାଳ
Read More...