Monthly Archives

February 2023

ପାଣି ପଞ୍ଚାୟତର ସଫଳତା : ନୂଆପଡା ଜିଲ୍ଲାର ଧାରୋଇ ଗ୍ରାମରେ ଜଳ ସଂରକ୍ଷଣ ସହିତ ଚିନାବାଦାମ ଚାଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାଇପାଳ ଜଳସେଚନ ପ୍ରକଳ୍ପ ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପର ୨୨୬୧.୪୪ ହେକ୍ଟର ଅଞ୍ଚଳରେ ୫ଟି କାର୍ଯ୍ୟକ୍ଷମ ପାଣି ପଞ୍ଚାୟତ ଜଳ ସେଚନ ପରିଚାଳନା ଓ ରକ୍ଷଣାବେକ୍ଷଣରେ ଅଂଶଗ୍ରହଣ କରିଥାନ୍ତି ।
Read More...

ତେତେଲପଡାରେ ଶ୍ରୀ ଜଗନ୍ନାଥ ମନ୍ଦିର କୁମ୍ଭଭରଣ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ତେତେଲପଡା ଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି କୁମ୍ଭଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କୁମ୍ଭଭରଣ ଉତ୍ସବରେ ତେତେଲପଡା ଗ୍ରାମବାସୀଙ୍କ ନେତୃତ୍ୱରେ ସକାଳରେ ସଂକୀର୍ତ୍ତନ ଦଳ ସହିତ ଶଙ୍ଖ
Read More...

ପଦୋନ୍ନତି ଅଦାଲତରେ ଶୁଣାଣି ଶେଷ

ତିନି ଦିନରେ ମୋଟ ୧୦୨୧ଟି ଅଭିଯୋଗର ଶୁଣାଣି ଓ ୭୮୮ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସ୍ୱରୂପ ଚଳିତ ମାସ ପହିଲାରୁ ତିନି ଦିନ ଧରି ମୁଖ୍ୟ ଶାସନ
Read More...

ଗୋଇନ୍ଦାମୁଣ୍ଡାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରାଜପୁର ପଞ୍ଚାୟତର ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡିର ଟିଡିସିସି ଶାଖା ପରିଚାଳକ ଶୈଳେଶ କୁମାର ସାହୁ, ଏଫ୍‌ଓ ବିପିନ ରଥ, ଏଏମ୍‌ଓ ସୌଭାଗ୍ୟ
Read More...

ଆଣ୍ଟି ଲେପ୍ରୋସି ଡେ ପାଳନ ଉପଲକ୍ଷେ ସଚେତନତା

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ଅଳଗୁମ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଦ୍ୱାରା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅପରାହ୍ଣ ବେଳେ ମେଡିକାଲ କର୍ମଚାରୀ କ୍ଷେତ୍ରମଣି ସେଠି ଓ ପ୍ରଦୀପ୍ତ କୁମାର ଚମ୍ପତି ଉପସ୍ଥିତ ରହି ଛାତ୍ରମାନଙ୍କ ମଧ୍ୟରେ କୁଷ୍ଠ ରୋଗ ସଂକ୍ରାନ୍ତୀୟ ଡିବେଟ୍‌
Read More...

ବନବିଭାଗ ପକ୍ଷରୁ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ଜବତ

ଲାଠୋର, (କେପିଏନ୍‌ଏସ୍‌) : ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ୪୦ ସମୟରେ ଲାଠୋର ରେଞ୍ଜର କର୍ମଚାରୀମାନେ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ନେଇ ଯାଉଥିବା ଏକ ଟ୍ରାକ୍ଟର ଗାର୍ଗୁଲି ବିଭାଗର କୁରଲୁମାଲ ଖେଳ ପଡିଆ ନିକଟରେ ଜବତ କରିଥିବା ଜଣାପଡିଛି । ଏହି ଚଢାଉରେ ଦୁଇ
Read More...

ସଦେଇପାଲି ଗ୍ରାମ ନିକଟରେ ବିଭିନ୍ନ ପ୍ରଜାତିର ସାଇଜ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର ବିଭାଗର ସଦେଇପାଲି ଗ୍ରାମ ନିକଟରେ ଗତକାଲି ଅପରାହ୍‌ହ୍ଣ ପ୍ରାୟ ୫ଟା ସମୟରେ ବିଭିନ୍ନ ପ୍ରଜାତିର ସାଇଜ କାଠ ଜବତ କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସଫଳ ହୋଇଥିବା ବେଳେ ଜବତ
Read More...

ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ ଅନ୍ୱେଶ କାଲିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆୟୁଷ୍ମାନ ଅନ୍ୱେଶ କାଲିଆ ତୃତୀୟ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଡ. କୃପାସିନ୍ଧୁ ଭୋଇ ଭେଷଜ ଅନୁଷ୍ଠାନ ଶ୍ରୀ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ ପାଟଣାଗଡ଼ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼, (ସଦାଶିବ ସରାପ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ସଦ୍ୟ ପ୍ରକାଶିତ ତାଲିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦେଇ ଦଳୀୟ କର୍ମୀଙ୍କୁ ଦେଉଥିବାରୁ ତାର ପ୍ରତିବାଦରେ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ବିରୁଦ୍ଧରେ ସ୍ଥାନୀୟ
Read More...

କବିତା : ବଜେଟ

ଜ୍ୟୋତିର୍ମୟ ବଜେଟରେ କ’ଣ ଶସ୍ତା ହେଲାହେଲା କ’ଣ ମହଙ୍ଗାକିଛି ଫରକ୍‌ ପଡେନି ମାଗି ବେହେରାକୁ । ସରକାର କହିଲେ ସେ ଚିହ୍ନିଛିଗାଁ ମହାଜନକୁଯାହାଠୁ ସେବିହନ, ସାର,ଲଟା ଓ ପୋକ ମରା ଔଷଧ ନିଏବାକିରେ, ସୁଧରେ….. ବର୍ଷ ଶେଷରେ ହିସାବ ବରାବରଯଦିଓ ବି ସବସିଡି, ଋଣଛାଡରେତାର ନାଁ
Read More...