ଲୋକେଶ ମେମୋରିଆଲ କ୍ରିକେଟ ଫାଇନାଲ୍ରେ ପଦ୍ମପୁର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା କ୍ରୀଡା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଥିବା ୨ୟ ଲୋକେଶ ମେମୋରିଆଲ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ପଦ୍ମପୁର ଏବଂ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ବଲାଙ୍ଗିର ଦଳ ବ୍ୟାଟିଂ କରିବାର!-->…
Read More...
Read More...