pakka

ବିଶ୍ୱନାଥ ପାହାଡ଼ରେ ୪୧ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧି ଲାଭ ପାହାଡ଼ ଶୀର୍ଷକ ଶ୍ରୀ ଶ୍ରୀ ବିଶ୍ୱନାଥ ଦେବଙ୍କ ପବିତ୍ର ପୀଠରେ ସାତଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଶୁକ୍ରବାର ସନ୍ଧ୍ୟା ଗୋଧୁଳି ଲଗ୍ନରେ ପୂର୍ଣ୍ଣାହୂତି ସମ୍ପନ୍ନ ହୋଇଯାଇଛି । ଜଳ ଯାତ୍ରା, ଶାଲାପୂଜା, ଦେବତା ଆବାହନ, ଅଗ୍ନିସ୍ଥାପନ ସହ ଘଣ୍ଟ କାହାଳି ମୃଦଙ୍ଗ, ନଦିଆ ସଙ୍କିର୍ତ୍ତନ୍ୟ ସାଙ୍ଗକୁ ପୁରୋହିତ ପୂଜକଗଣଙ୍କ ମନ୍ତ୍ର ଧ୍ଵନି ପାଠ ସମଗ୍ର ଅଞ୍ଚଳରେ ସାତଦିନ ଧରି ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ମନଷ୍କାମନା ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାକୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୂତି ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.

3 + twelve =